ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ସୂର୍ଯ୍ୟାସ୍ତ ସମୟରେ ପାଳନ କରନ୍ତୁ ଏହି ସବୁ ନୀତିନିୟମ, ଜୀବନରେ ସଫଳତା ସହିତ ମିଳିବ ସମୃଦ୍ଧି...

ଭୁବନେଶ୍ୱର ୨୦/୧୧: ସୂର୍ଯ୍ୟୋଦୟ ପରି ସୂର୍ଯ୍ୟାସ୍ତ ସମୟଟି ଅତି ଗୁରୁତ୍ୱପୂର୍ଣ୍ଣ ସମୟ । ସୂର୍ଯ୍ୟାସ୍ତ ସମୟରେ କେତେକ ନୀତିନିୟମ ପାଳନ କଲେ ଜୀବନରେ ସଫଳତା ସହିତ ସମୃଦ୍ଧି ମିଳିପାରିବ ବୋଲି ବାସ୍ତ୍ରୁଶାସ୍ତ୍ର କହେ ।

ସୂର୍ଯ୍ୟାସ୍ତ ସମୟରେ ଘରର କୋଣଅନୁକୋଣକୁ ଆଲୋକିତ କରି ଅନ୍ଧାର ଦୂରେଇ ଦିଅନ୍ତୁ ।

 ଦିନର ବିଦାୟ-ରାତ୍ରୀର ଆଗମନ କାଳୀନ ଏହି ସନ୍ଧିକ୍ଷଣ ପ୍ରଦୋଷ ସମୟରେ ଦୀପ ପ୍ରଜ୍ଜ୍ୱଳିତ କରିବା ଶୁଭପ୍ରଦ ।

ଶାସ୍ତ୍ର କହେ,ସୂର୍ଯ୍ୟ ନମସ୍କାର ପ୍ରିୟ । ଅସ୍ତକାଳୀନ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ ।

ସୂର୍ଯ୍ୟାସ୍ତ ସମୟରେ ଇଷ୍ଟଦେବତାଙ୍କୁ ସ୍ମରଣ ପ୍ରାର୍ଥନା କରିବା ଉଚିତ । ଏହାସହିତ ପୂର୍ବଜମାନଙ୍କୁ ସ୍ମରଣ କରି ସେମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦାନ କଲେ ଆଶୀର୍ବାଦ ପ୍ରାପ୍ତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.