ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

‘ପୁଅକୁ ହାତ ମାରିବା ପୂର୍ବରୁ ବାପା ସହ କଥା କୁହ ’.... ‘ଯବାନ’ର ଏହି ଡାଏଲଗରେ ସମୀର ୱାନଖେଡେଙ୍କୁ ସିଧା ଟାର୍ଗେଟ୍ କଲେ କି ଶାହରୁଖ ?

ମୁମ୍ୱାଇ : ଶାହରୁଖ ଖାନଙ୍କ ଫିଲ୍ମ ଯବାନର ଟ୍ରେଲର ଆସି ସାରିଛି। ଏହି ଦୃଶ୍ୟକୁ ନେଇ ଶାହରୁଖଙ୍କର ଲୁକ୍ସ ଯାଏ ସବୁ ଚର୍ଚ୍ଚାରେ ରହିଛି। ଟ୍ରେଲରର ଏକ ଡାଏଲଗ୍‌ ସମସ୍ତଙ୍କର ଧ୍ୟାନଆକର୍ଷଣ କରୁଛି। ସୋସିଆଲ ମିଡିଆରେ ଲୋକେ ଲେଖୁଛନ୍ତି କି ଏହି ଡାଏଲଗ୍‌ର କନେକ୍ସନ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସହଅଛି। ଖାଲି ଏତିକି ନୁହେଁ ଶାହରୁଖଙ୍କ ପ୍ରଶଂସକଙ୍କ ଅନୁମାନ କି ତାଙ୍କର କିଙ୍ଗ୍‌ ଖାନ ଏହି ଇସାରା ସମୀର ୱାନଖେଡେଙ୍କ ଆଡ଼କୁ କରିଛନ୍ତି। ସମୀର ୱାନଖେଡେ ସେହି ଅଫିସର ଯିଏକି ଆର୍ଯ୍ୟନଙ୍କୁ ଗିରଫ କରିଥିଲେ। 

ଆଡ୍‌ଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିଲା ‘ଯୱାନ’, ମୁମ୍ବାଇରେ ୧୫ ମିନିଟ୍‌ରେ ହାଉସ୍‌ଫୁଲ

ଲୋକଙ୍କର ମନେପଡ଼ିଲା ଡ୍ରଗ୍ସ କେସ୍‌  

ଯବାନର ଟ୍ରେଲର ସହ ସୋସିଆଲ ମିଡ଼ିଆରେ ସମୀର ୱାନଖେଡେଙ୍କ ନାମ ବି ଟ୍ରେଣ୍ଡ କରୁଛି। ଶାହରୁଖଙ୍କ ପ୍ରଶଂସକ ଏହା ଉପରେ ଅନେକ ଟ୍ୱିଟ୍‌ସ (ଏକ୍ସ) କରୁଛନ୍ତି। ଯବାନର ଦୃଶ୍ୟରେ ଶାହରୁଖ ଖାନ କହୁଛନ୍ତି , ପୁଅକୁ ହାତ ମାରିବା ପୂର୍ବରୁ ବାପାକୁ ପଚାର। ଏବେ ଏହି ଡାଇଲଗ୍ ଉପରେ ଲୋକେ ନିଜର ଅନ୍ଦାଜା ଲଗେଇବାର ଆରମ୍ଭ କରି ଦେଇଛନ୍ତି। ଜଣେ ୟୁଜର ଡାଏଲଗ୍‌ ସହ ଲେଖିଛନ୍ତି , ଆମକୁ ଜଣା କି ଟାର୍ଗେଟ୍ କାହା ଆଡ଼କୁ ଯାଇଛି। ଆଉ ଜଣେ ଲେଖିଛନ୍ତି , ସମୀର ୱାନଖେଡେଙ୍କୁ ଚେତାବନୀ , ପୁଅକୁ ହାତ ଲଗେଇବା ପୂର୍ବରୁ ବାପା ସହ କଥା ହୁଅ। ଲୋକେ ଏହି ଡାଏଲଗ୍‌ ସହ #SameerWankhede ହ୍ୟାସଟ୍ୟାଗ୍ ଲେଖୁଛନ୍ତି।

ମାମଲାଟି କଣ ଥିଲା - 

ଉଲ୍ଲେଖନୀୟ ଯେ, ଡ୍ରଗ୍ସ କେସ୍‌ରେ ଶାହରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିଥିଲା। ଏହି କେସ୍‌ର ସମୀର ୱାନଖେଡେ ଲିଡ୍‌ କରୁଥିଲେ। ମାମଲାର ଯାଞ୍ଚ ପରେ ଆର୍ଯ୍ୟନଙ୍କୁ କ୍ଲିନଚିଟ୍ ମିଳିଥିଲା । 

ଗଦର -୨ ପ୍ରଯୋଜକ ରକ୍ଷା ବନ୍ଧନରେ ଦେଲେ ଆକର୍ଷଣୀୟ ଅଫର , ଏଥିରେ ଆପଣ ପାଇବେ ଏମିତି ସୁବିଧା ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.