ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୧ମିନିଟ୍‌ରେ ଏହି କଳାକାର ବଜାଇଲେ ୧୧ଟି ବାଦ୍ୟ ଯନ୍ତ୍ର, ଅଦ୍ଭୁତ ପ୍ରଦର୍ଶନ ଦେଖି ଆନନ୍ଦ ମହିନ୍ଦ୍ରା କଲେ ପ୍ରଶଂସା

ନୂଆଦିଲ୍ଲୀ : ଆମ ଦେଶରେ ଟ୍ୟାଲେଣ୍ଟର କୌଣସି ଅଭାବ ନାହିଁ , ଏହାର ଅନ୍ଦାଜ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ଏହି ଭିଡ଼ିଓକୁ ଦେଖି ଜାଣି ପାରିବେ, ଯେଉଁଥିରେ ଜଣେ ଉଦ୍ୟମୀ ଯୁବ ଟ୍ୟାଲେଣ୍ଟକୁ ଦେଖି ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଖୁବ୍‌ ପ୍ରଭାବିତ ହୋଇଛନ୍ତି ଏବଂ ଏକ୍ସରେ ତାଙ୍କର ଭିଡ଼ିଓ ସେୟାର କରିବାରେ ନିଜକୁ ଆଉ ରୋକି ପାରିନାହାନ୍ତି। ଆନନ୍ଦ ମହିନ୍ଦ୍ରା ଗାୟକ ତଥା ସଙ୍ଗିତକାର ରାଘବ ସଚ୍ଚରଙ୍କ ଜବରଦସ୍ତ ପ୍ରତିଭାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେ କେବଳ ଏକ ମିନିଟ୍‌ରେ ୧୧ଟି ଇନଷ୍ଟ୍ରୁମେଣ୍ଟ ବା ବାଦ୍ୟଯନ୍ତ୍ର ବଜାଇ ପାରିଛନ୍ତି। 

ଆନନ୍ଦ ମହିନ୍ଦ୍ରା ଏକ୍ସରେ ସଚ୍ଚରଙ୍କ ପ୍ରଦର୍ଶନର ଏକ ଭିଡ଼ିଓ ସେୟାର କରିଛନ୍ତି , ଯେଉଁଥିରେ ସେ ୨୦୦୧ର ବଲିଉଡ୍‌ କ୍ଲାସିକ୍‌ ଫିଲ୍ମର ହିଟ୍‌ ଗୀତ, ଦିଲ୍‌ ଚାହାତା ହୈ ରେ ପ୍ରଦର୍ଶନ କରିଛନ୍ତି। ସେ ଭିନ୍ନ ଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ମଧ୍ୟରେ ସ୍ୱିଚ୍ କରି ଆଶ୍ଚର୍ଯ୍ୟକର ଧୂନ୍‌ ବଜାଇ ଥାନ୍ତି। ଭିଡ଼ିଓର ପ୍ରାରମ୍ଭରେ ରାଘବ ବାନସୁରୀ ଓ ସାକ୍ସୋଫୋନ ଧରି ଏବଂ ଦିଲ୍ ଚାହାତା ହୈକ ଲୋକପ୍ରିୟ ଧୂନ ବଜାଇବାର ନଜର ଆସୁଛନ୍ତି। ଯେମିତି ଯେମିତି ଭିଡ଼ିଓ ଆଗକୁ ବଢୁଛି , ସେ ଆରାମଦାୟକ ଭାବେ ସିଟି ବଜାଇବା , ବେଞ୍ଜୋ ବଜାଇବା ଓ ଆହୁରି ଅନେକ ବାଦ୍ୟ ମଧ୍ୟରେ ସାମଞ୍ଜସ୍ୟ ରଖିବାର ଦେଖିବାକୁ ମିଳୁଛି। ତାଙ୍କର ପୂରା ପ୍ରଦର୍ଶନ କୌଣସି ଅଡିଓ –ଭିଜୁଆଲ ଟ୍ରିଟ୍‌ ଠାରୁ କମ୍‌ ନୁହେଁ।


ଭିଡ଼ିଓରକୁ କ୍ୟାପସନ ଦେଇ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି , ଏକ ମିନିଟ୍‌ରେ ୧୧ଟି ବାଦ୍ୟ ଯନ୍ତ୍ର ଓ ଏଥିରେ ଅଭ୍ୟାସର କୌଣସି ନୂତନତା ନାହିଁ। ଗୀତ (ଏକ ଟାଇମଲେସ୍‌ ଫେବରେଟ୍‌ )କି  ଭାବପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି..ସାବାସ୍‌ , ରାଘବ ସଚ୍ଚର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.