ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

୧ମିନିଟ୍‌ରେ ଏହି କଳାକାର ବଜାଇଲେ ୧୧ଟି ବାଦ୍ୟ ଯନ୍ତ୍ର, ଅଦ୍ଭୁତ ପ୍ରଦର୍ଶନ ଦେଖି ଆନନ୍ଦ ମହିନ୍ଦ୍ରା କଲେ ପ୍ରଶଂସା

ନୂଆଦିଲ୍ଲୀ : ଆମ ଦେଶରେ ଟ୍ୟାଲେଣ୍ଟର କୌଣସି ଅଭାବ ନାହିଁ , ଏହାର ଅନ୍ଦାଜ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ଏହି ଭିଡ଼ିଓକୁ ଦେଖି ଜାଣି ପାରିବେ, ଯେଉଁଥିରେ ଜଣେ ଉଦ୍ୟମୀ ଯୁବ ଟ୍ୟାଲେଣ୍ଟକୁ ଦେଖି ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଖୁବ୍‌ ପ୍ରଭାବିତ ହୋଇଛନ୍ତି ଏବଂ ଏକ୍ସରେ ତାଙ୍କର ଭିଡ଼ିଓ ସେୟାର କରିବାରେ ନିଜକୁ ଆଉ ରୋକି ପାରିନାହାନ୍ତି। ଆନନ୍ଦ ମହିନ୍ଦ୍ରା ଗାୟକ ତଥା ସଙ୍ଗିତକାର ରାଘବ ସଚ୍ଚରଙ୍କ ଜବରଦସ୍ତ ପ୍ରତିଭାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେ କେବଳ ଏକ ମିନିଟ୍‌ରେ ୧୧ଟି ଇନଷ୍ଟ୍ରୁମେଣ୍ଟ ବା ବାଦ୍ୟଯନ୍ତ୍ର ବଜାଇ ପାରିଛନ୍ତି। 

ଆନନ୍ଦ ମହିନ୍ଦ୍ରା ଏକ୍ସରେ ସଚ୍ଚରଙ୍କ ପ୍ରଦର୍ଶନର ଏକ ଭିଡ଼ିଓ ସେୟାର କରିଛନ୍ତି , ଯେଉଁଥିରେ ସେ ୨୦୦୧ର ବଲିଉଡ୍‌ କ୍ଲାସିକ୍‌ ଫିଲ୍ମର ହିଟ୍‌ ଗୀତ, ଦିଲ୍‌ ଚାହାତା ହୈ ରେ ପ୍ରଦର୍ଶନ କରିଛନ୍ତି। ସେ ଭିନ୍ନ ଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ମଧ୍ୟରେ ସ୍ୱିଚ୍ କରି ଆଶ୍ଚର୍ଯ୍ୟକର ଧୂନ୍‌ ବଜାଇ ଥାନ୍ତି। ଭିଡ଼ିଓର ପ୍ରାରମ୍ଭରେ ରାଘବ ବାନସୁରୀ ଓ ସାକ୍ସୋଫୋନ ଧରି ଏବଂ ଦିଲ୍ ଚାହାତା ହୈକ ଲୋକପ୍ରିୟ ଧୂନ ବଜାଇବାର ନଜର ଆସୁଛନ୍ତି। ଯେମିତି ଯେମିତି ଭିଡ଼ିଓ ଆଗକୁ ବଢୁଛି , ସେ ଆରାମଦାୟକ ଭାବେ ସିଟି ବଜାଇବା , ବେଞ୍ଜୋ ବଜାଇବା ଓ ଆହୁରି ଅନେକ ବାଦ୍ୟ ମଧ୍ୟରେ ସାମଞ୍ଜସ୍ୟ ରଖିବାର ଦେଖିବାକୁ ମିଳୁଛି। ତାଙ୍କର ପୂରା ପ୍ରଦର୍ଶନ କୌଣସି ଅଡିଓ –ଭିଜୁଆଲ ଟ୍ରିଟ୍‌ ଠାରୁ କମ୍‌ ନୁହେଁ।


ଭିଡ଼ିଓରକୁ କ୍ୟାପସନ ଦେଇ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି , ଏକ ମିନିଟ୍‌ରେ ୧୧ଟି ବାଦ୍ୟ ଯନ୍ତ୍ର ଓ ଏଥିରେ ଅଭ୍ୟାସର କୌଣସି ନୂତନତା ନାହିଁ। ଗୀତ (ଏକ ଟାଇମଲେସ୍‌ ଫେବରେଟ୍‌ )କି  ଭାବପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି..ସାବାସ୍‌ , ରାଘବ ସଚ୍ଚର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.