ପ୍ରମୁଖ ଖବର
  • ପୁରୀ ଚନ୍ଦନପୁରରେ ସିମେଣ୍ଟ ଗୋଦାମ ଉପରକୁ ବୋମାମାଡ, ଦୁର୍ବୃତ୍ତଙ୍କୁ କାବୁ କଲେ ଲୋକେ
  • ||
  • ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ରଘୁନାଥ ପାଲିରୁ ଅର୍ଚ୍ଚନା ରେଖା ବେହେରା, କାକଟପୁର ତୁଷାରକାନ୍ତି ବେହେରା
  • ||
  • ରାୟାଗଡ଼ା ଆସିବେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ତେଲେଙ୍ଗାନା ମୁଖୃମନ୍ତ୍ରୀ ରେବନ୍ତ ରେଡ୍ଡି
  • ||
  • ଅଗ୍ନିରୂପା ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆରମ୍ଭ, ମା'ଙ୍କ ଉଭାସ୍ଥଳୀ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
  • ||
  • ୨୪ ମହାସଂଗ୍ରାମ ପାଇଁ ଏପ୍ରିଲ ୨୪ରୁ ପ୍ରଚାରକୁ ଓହ୍ଲାଇବେ ନବୀନ,ହିଞ୍ଜିଳିରୁ ଆରମ୍ଭ ହେବ ଭୋଟଭିକ୍ଷା
  • ||
  • ସୋମବାରଠୁ ତିନି ଦିନ ଯାଏ ସକାଳୁଆ ସ୍କୁଲ, ୨୫ରୁ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର
  • ||
  • ଆଜି ପୃଥିବୀ ଦିବସ, ଏ ବର୍ଷର ଥିମ୍ ‘ଗ୍ରହ ବନାମ ପ୍ଲାଷ୍ଟିକ୍’, ପ୍ଲାଷ୍ଟିକ୍ ବ୍ୟବହାର କମାଇବାକୁ ଆହ୍ବାନ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ, ପ୍ରତିଶୋଧ ଲକ୍ଷ୍ୟରେ ପାଣ୍ଡ୍ୟା ବାହିନୀ
  • ||
  • ସୋମବାରଠୁ ରାଜ୍ୟରେ ସାମାନ୍ୟ କମିପାରେ ତାତି, ୨୫ରୁ ପୁଣି ଅଗ୍ନି ବର୍ଷା: କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ||

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଭଦ୍ରକ ଥାନା ASI, ମାମଲାରେ ଦଫା କୋହଳ କରିବାକୁ ନେଉଥିଲେ ଲାଞ୍ଚ

ସାଲେପୁର, ୨।୩: ଲାଞ୍ଚ ନେଇ ଧରାପଡ଼ିଲେ ଭଦ୍ରେଶ୍ୱର ଥାନା ଏଏସ୍‌ଆଇ । ଥାନା ପରିସରରେ ଏଏସ୍‌ଆଇ ଆଲୋକ ଷଡ଼ଙ୍ଗୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସ୍‌ଆଇ ଧରାପଡ଼ିଥିଲେ । ଏକ ମାମଲାରେ ଦଫା କୋହଳ କରିବାକୁ ସେ ଲାଞ୍ଚ ନେଉଥିବା ଜଣାପଡ଼ିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.