ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଚେକିଂ ବେଳେ ବାଇକରୁ ଜବତ ହେଲା ଲକ୍ଷାଧିକ ଟଙ୍କା

Published By : Prameya | May 15, 2024 10:21 PM

ବଡ଼ବିଲ, ୧୫।୫  : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂ ଜୋରଦାର କରାଯାଇଛି। ଚେକିଂ ବେଳେ ବାଇକରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି।  ଚମ୍ପୁଆ ଥାନା ଯାମୁଦଲକ ନିକଟରେ ବ୍ଲକିଂ ଚେକିଂ ବେଳେ  ଏକ ବାଇକରୁ ୧ ଲକ୍ଷ ୯୨ ହଜାର ଟଙ୍କା ଜବତ ହୋଇଛି । ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି। 

ସେହିପରି ବାଇକ୍ ଡିକି ରୁ  ୬୧ ହଜାର ୧୮୦ ଟଙ୍କା ଜବତ କଲା ଏସଏସଟି ଟିମ୍ । ଏନ ଏଚ ୨୨୦ ଧାନବେଣୀ ଛକ ନିକଟରୁ ବାଇକ୍ ଡିକି ରୁ ବାହାରିଲା ଟଙ୍କା । ନନ୍ଦିପଦା ଥାନା ଗିରିଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକରୁ ଟଙ୍କା ଜବତ ହୋଇଛି। 

ଆହୁରି ପଢନ୍ତୁ : ଆମ୍ବ ତୋଳିବା ହେଲା କାଳ, ଗଛରୁ ଖସିପଡି ଯୁବକ ମୃତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.