ପ୍ରମୂଖ ଖବର
  • ଭୁବନେଶ୍ୱର : ପର୍ଯ୍ୟଟନ ସ୍ଥଳୀ ବୁଲାଇବା ନାଁରେ ଠକି ନେଉଥିଲା ଲକ୍ଷ ଲକ୍ଷ ଟଙ୍କା, ଅଭିଯୁକ୍ତ ସାଂସାରିକୁ ବାନ୍ଧିଲା ପୋଲିସ
  • ||
  • ସୁବର୍ଣ୍ଣପୁର : ଲାଞ୍ଚ ନେଇ ଧରାପଡିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି
  • ||
  • କାପସୀ ଛକରେ ଗୁଳିକାଣ୍ଡ, ଅଜଣା ଯୁବକଙ୍କ ଗୁଳି ଚାଳନାରେ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : OSSSC ପରୀକ୍ଷାରେ ବିଭ୍ରାଟ ! ଆନ୍ଦୋଳନକୁ ଓହ୍ଲାଇଲେ ପରୀକ୍ଷାର୍ଥୀ, ତଦନ୍ତ ପାଇଁ ଦାବି
  • ||
  • କୁଚିଣ୍ଡା : ଟ୍ରକ-କଣ୍ଟେନର ମୁହାଁମୁହିଁ ଧକ୍କା; ଦୁଇ ଚାଳକ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର
  • ||
  • ଝାରସୁଗୁଡ଼ା : ଚୋରି କରିବାକୁ ଯିବା ବେଳେ ଓଲଟିଲା ପିକ୍ଅପ୍ ଗାଡ଼ି, ୭ ଆହତ
  • ||
  • ଆସ୍କା : ବେଆଇନ ବାଣ ତିଆରି ବେଳେ ମାଡ଼ି ବସିଲା ପୋଲିସ, ୩ ଅଟକ
  • ||
  • ଅନୁଗୁଳ : ସାଇକେଲ ଆରୋହିକୁ ଚାପି ଦେଲା ଟ୍ରକ୍‌, ବ୍ୟକ୍ତି ମୃତ
  • ||
  • ପୁଣି ତେଲକୋଇ ବନ୍ଦ ଡାକରା, ଚକଧର ଜଳପ୍ରକଳ୍ପକୁ ବିରୋଧ ଜାରି
  • ||
  • ସୁବର୍ଣ୍ଣପୁର : ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଦଶପଲ୍ଲା : ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ଯା, ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
  • ||
  • ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପଥଚାରୀଙ୍କ ଉପରେ ଚଢିଗଲା ଟ୍ରକ୍‌
  • ||
  • ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଆଜି ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ
  • ||
  • ସମ୍ବଲପୁର : ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୩ ଆହତ
  • ||
  • ଆଜିଠୁ ଆର୍‌ବିଆଇ ମୁଦ୍ରାନୀତି ବୈଠକ, ରେପୋ ରେଟ୍‌ ଅପରିବର୍ତ୍ତିତ ରହିପାରେ
  • ||
  • ସମ୍ବଲପୁର : ଟ୍ରକ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୨ ଆହତ
  • ||
  • ବ୍ରହ୍ମପୁର : ପାର୍ବଣ ଆରମ୍ଭରୁ ହିଞ୍ଜିଳିରେ ଗଡ଼ିଲା ମୁଣ୍ଡ, କଂଗ୍ରେସ ନେତାଙ୍କୁ ବୀଭତ୍ସ ହତ୍ୟା
  • ||
  • ବଙ୍ଗୋପସାଗରରେ ନିଷ୍କ୍ରିୟ ମୌସୁମୀ, ରାଜ୍ୟରୁ ବିଳମ୍ବ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ: ଦିନର ତାତି କମିବନି, ଗୁଳୁଗୁଳି ବି କମିବ
  • ||
  • କୋରପୁଟ : ୮୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବାଇକକୁ ଧକ୍କା ଦେଲା ଟ୍ରକ : ଦମ୍ପତି ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବ୍ରହ୍ମପୁର,୧।୯   :  ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ବାଇକକୁ ଟ୍ରକ ଧକ୍କା ଦେବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଦୁର୍ଗା ପ୍ରସାଦ ମିଶ୍ର ଓ ଚିନ୍ମୟ ରାଣୀ ମିଶ୍ର। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି। 

କନିସିରୁ ଦୁର୍ଗା ପ୍ରସାଦ ମିଶ୍ର ଓ ତାଙ୍କ ଚିନ୍ମୟ ରାଣୀ ମିଶ୍ର  ବାଇକରେ  ବ୍ରହ୍ମପୁର ଅଭିମୁଖେ ଆସୁଥିଲେ।  ଲାଞ୍ଜିପଲ୍ଲୀ ନିକଟରେ  ଏକ ଟ୍ରକ ସହ ବାଇକର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିବା ସହ ଫ୍ଲାଇ ଓଭର ବ୍ରିଜ  ନିର୍ମାଣ ଦାବୀ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.