ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଟ୍ରେନରେ ୨ ଜଣଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ

 ଟିଟିଲାଗଡ ୧୪।୯ ଗାନ୍ଧିଧାମ ପୁରୀ ଟ୍ରେନ ରେ ଦୁଇ ଜଣ ଙ୍କ ତଣ୍ଟି ଦୁର୍ବୁତ୍ତ କାଟି ଦେଇଛି । ଟିଟିଲାଗଡ଼ ରେଳ ଷ୍ଟେସନ ରେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନା ରେ ରଖାଯାଇଛି।  ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି ।  ତେବେ ଏମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ କଣ ପାଇଁ ଏ ଘଟଣା ଘଟଛି ତାହା ତଦନ୍ତ କରୁଛି ଟିଟିଲାଗଡ଼ ପୋଲିସ  ।

ଆହୁରି ପଢନ୍ତୁ : ଇଞ୍ଜିନକୁ ଛାଡି ଅଲଗା ହେଲା ମାଲବାହୀ ଟ୍ରେନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.