ପ୍ରମୂଖ ଖବର
  • ଭୁବନେଶ୍ୱର : ପର୍ଯ୍ୟଟନ ସ୍ଥଳୀ ବୁଲାଇବା ନାଁରେ ଠକି ନେଉଥିଲା ଲକ୍ଷ ଲକ୍ଷ ଟଙ୍କା, ଅଭିଯୁକ୍ତ ସାଂସାରିକୁ ବାନ୍ଧିଲା ପୋଲିସ
  • ||
  • ସୁବର୍ଣ୍ଣପୁର : ଲାଞ୍ଚ ନେଇ ଧରାପଡିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି
  • ||
  • କାପସୀ ଛକରେ ଗୁଳିକାଣ୍ଡ, ଅଜଣା ଯୁବକଙ୍କ ଗୁଳି ଚାଳନାରେ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : OSSSC ପରୀକ୍ଷାରେ ବିଭ୍ରାଟ ! ଆନ୍ଦୋଳନକୁ ଓହ୍ଲାଇଲେ ପରୀକ୍ଷାର୍ଥୀ, ତଦନ୍ତ ପାଇଁ ଦାବି
  • ||
  • କୁଚିଣ୍ଡା : ଟ୍ରକ-କଣ୍ଟେନର ମୁହାଁମୁହିଁ ଧକ୍କା; ଦୁଇ ଚାଳକ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର
  • ||
  • ଝାରସୁଗୁଡ଼ା : ଚୋରି କରିବାକୁ ଯିବା ବେଳେ ଓଲଟିଲା ପିକ୍ଅପ୍ ଗାଡ଼ି, ୭ ଆହତ
  • ||
  • ଆସ୍କା : ବେଆଇନ ବାଣ ତିଆରି ବେଳେ ମାଡ଼ି ବସିଲା ପୋଲିସ, ୩ ଅଟକ
  • ||
  • ଅନୁଗୁଳ : ସାଇକେଲ ଆରୋହିକୁ ଚାପି ଦେଲା ଟ୍ରକ୍‌, ବ୍ୟକ୍ତି ମୃତ
  • ||
  • ପୁଣି ତେଲକୋଇ ବନ୍ଦ ଡାକରା, ଚକଧର ଜଳପ୍ରକଳ୍ପକୁ ବିରୋଧ ଜାରି
  • ||
  • ସୁବର୍ଣ୍ଣପୁର : ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଦଶପଲ୍ଲା : ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ଯା, ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
  • ||
  • ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପଥଚାରୀଙ୍କ ଉପରେ ଚଢିଗଲା ଟ୍ରକ୍‌
  • ||
  • ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଆଜି ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ
  • ||
  • ସମ୍ବଲପୁର : ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୩ ଆହତ
  • ||
  • ଆଜିଠୁ ଆର୍‌ବିଆଇ ମୁଦ୍ରାନୀତି ବୈଠକ, ରେପୋ ରେଟ୍‌ ଅପରିବର୍ତ୍ତିତ ରହିପାରେ
  • ||
  • ସମ୍ବଲପୁର : ଟ୍ରକ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୨ ଆହତ
  • ||
  • ବ୍ରହ୍ମପୁର : ପାର୍ବଣ ଆରମ୍ଭରୁ ହିଞ୍ଜିଳିରେ ଗଡ଼ିଲା ମୁଣ୍ଡ, କଂଗ୍ରେସ ନେତାଙ୍କୁ ବୀଭତ୍ସ ହତ୍ୟା
  • ||
  • ବଙ୍ଗୋପସାଗରରେ ନିଷ୍କ୍ରିୟ ମୌସୁମୀ, ରାଜ୍ୟରୁ ବିଳମ୍ବ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ: ଦିନର ତାତି କମିବନି, ଗୁଳୁଗୁଳି ବି କମିବ
  • ||
  • କୋରପୁଟ : ୮୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଟାଟା ମୋଟର୍ସର ମିଡ୍‌ ଏସ୍‌ୟୁଭି କର୍ଭ, ବଜାରରେ ୩ ପ୍ରକାର ଇଞ୍ଜିନ୍ ବିଶିଷ୍ଟ ଗାଡ଼ି ହେବ ଉପଲବ୍ଧ

ଭୁବନେଶ୍ୱର,୦୫/୦୯: ପ୍ରମୁଖ ଅଟୋମୋବାଇଲ କମ୍ପାନି ଟାଟା ମୋଟର୍ସ ପକ୍ଷରୁ ଏହାର ମିଡ୍‌ ଏସ୍‌ୟୁଭି ଟାଟା କର୍ଭକୁ ବଜାର ପ୍ରବେଶ କରାଯାଇଛି । ଯାନଟିର ଆରମ୍ଭ ମୂଲ୍ୟ ୯.୯ ଲକ୍ଷ ଟଙ୍କା ରହିଛି । ଏହା ଦ୍ୱାରା କମ୍ପାନି ମିଡ୍‌ ଏସ୍‌ୟୁଭି ବର୍ଗରେ ପ୍ରବେଶ କରିଛି । ଯାନଟିରେ ସ୍ୱତନ୍ତ୍ର ବଡି ଷ୍ଟାଇଲ ଏବଂ ୩ ଇଞ୍ଜିନ ବିକଳ୍ପ ମିଳିବ । 

ଅଟୋମେଟିକ ଡୁଆଲ କ୍ଲଚ ଅଟୋମେଟିକ ଟ୍ରାନ୍ସମିଶନ, ନୂଆ ହାଇପେରିସନ ଗ୍ୟାସୋଲିନ ଡାଇରେକ୍ଟ ଇଞ୍ଜେକସନ ଇଞ୍ଜିନ, ୧. ୨ ଲିଟର ରେଭୋଟ୍ରନ ପେଟ୍ରୋଲ  ଇଞ୍ଜିନ, ୧.୫ ଲିଟର କ୍ରିୟୋଜେଟ ଡିଜେଲ ଇଞ୍ଜିନ ସୁବିଧା ପାଇବେ । ଏହି ଯାନଟିରେ ସର୍ବୋତ୍ତମ ନିରାପତ୍ତା ସୁବିଧା, ସେଗମେଣ୍ଟ ଫାଷ୍ଟ  ଫିଚର, ୟୁନିକ ପାୱାରଟେରେନ ଏଥିରେ ରହିଛି । ଯାନଟି ଗୋଲ୍ଡ  ଏସେନ୍ସ, ଡେଟୋନା ଗ୍ରେ, ପ୍ରିଷ୍ଟାଇନ ହ୍ୱାଇଟ,ଫ୍ଲେମରେଡ, ପ୍ୟୁରଗ୍ରେ  ଏବଂ ଅପେରା ବ୍ଲୁ ରଙ୍ଗରେ ଉପଲବ୍ଧ ହେବ । ଟାଟା ମୋଟର୍ସ ପାସେଞ୍ଜର  ଯାନ ୟୁନିଟର ଏମ୍‌ ଡି ଶୈଳେଶ ଚନ୍ଦ୍ର କହିଛନ୍ତି, ଅଟୋମୋଟିଭ ଉତ୍କର୍ଷ  କ୍ଷେତ୍ରରେ ନୂଆ କର୍ଭ ଏକ ମାଇଲ ଖୁଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.