ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଟାଟା ମୋଟର୍ସର ମିଡ୍‌ ଏସ୍‌ୟୁଭି କର୍ଭ, ବଜାରରେ ୩ ପ୍ରକାର ଇଞ୍ଜିନ୍ ବିଶିଷ୍ଟ ଗାଡ଼ି ହେବ ଉପଲବ୍ଧ

ଭୁବନେଶ୍ୱର,୦୫/୦୯: ପ୍ରମୁଖ ଅଟୋମୋବାଇଲ କମ୍ପାନି ଟାଟା ମୋଟର୍ସ ପକ୍ଷରୁ ଏହାର ମିଡ୍‌ ଏସ୍‌ୟୁଭି ଟାଟା କର୍ଭକୁ ବଜାର ପ୍ରବେଶ କରାଯାଇଛି । ଯାନଟିର ଆରମ୍ଭ ମୂଲ୍ୟ ୯.୯ ଲକ୍ଷ ଟଙ୍କା ରହିଛି । ଏହା ଦ୍ୱାରା କମ୍ପାନି ମିଡ୍‌ ଏସ୍‌ୟୁଭି ବର୍ଗରେ ପ୍ରବେଶ କରିଛି । ଯାନଟିରେ ସ୍ୱତନ୍ତ୍ର ବଡି ଷ୍ଟାଇଲ ଏବଂ ୩ ଇଞ୍ଜିନ ବିକଳ୍ପ ମିଳିବ । 

ଅଟୋମେଟିକ ଡୁଆଲ କ୍ଲଚ ଅଟୋମେଟିକ ଟ୍ରାନ୍ସମିଶନ, ନୂଆ ହାଇପେରିସନ ଗ୍ୟାସୋଲିନ ଡାଇରେକ୍ଟ ଇଞ୍ଜେକସନ ଇଞ୍ଜିନ, ୧. ୨ ଲିଟର ରେଭୋଟ୍ରନ ପେଟ୍ରୋଲ  ଇଞ୍ଜିନ, ୧.୫ ଲିଟର କ୍ରିୟୋଜେଟ ଡିଜେଲ ଇଞ୍ଜିନ ସୁବିଧା ପାଇବେ । ଏହି ଯାନଟିରେ ସର୍ବୋତ୍ତମ ନିରାପତ୍ତା ସୁବିଧା, ସେଗମେଣ୍ଟ ଫାଷ୍ଟ  ଫିଚର, ୟୁନିକ ପାୱାରଟେରେନ ଏଥିରେ ରହିଛି । ଯାନଟି ଗୋଲ୍ଡ  ଏସେନ୍ସ, ଡେଟୋନା ଗ୍ରେ, ପ୍ରିଷ୍ଟାଇନ ହ୍ୱାଇଟ,ଫ୍ଲେମରେଡ, ପ୍ୟୁରଗ୍ରେ  ଏବଂ ଅପେରା ବ୍ଲୁ ରଙ୍ଗରେ ଉପଲବ୍ଧ ହେବ । ଟାଟା ମୋଟର୍ସ ପାସେଞ୍ଜର  ଯାନ ୟୁନିଟର ଏମ୍‌ ଡି ଶୈଳେଶ ଚନ୍ଦ୍ର କହିଛନ୍ତି, ଅଟୋମୋଟିଭ ଉତ୍କର୍ଷ  କ୍ଷେତ୍ରରେ ନୂଆ କର୍ଭ ଏକ ମାଇଲ ଖୁଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.