ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

କର୍କଟ ରାଶିରେ ଗୋଚର କଲେ ସୂର୍ଯ୍ୟ, ବଦଳିବ ଏହି ୫ ରାଶିଙ୍କ ଭାଗ୍ୟ...

Published By : Harapriya Sethi | July 17, 2025 6:40 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରର ଗତି ଅନୁଯାୟୀ ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ କିଛି ସ୍ୱତନ୍ତ୍ର ନେଇ ଆସିଥାଏ । ୧୬ ଜୁଲାଇ ଦିନ ଶନି ଏବଂ ଚନ୍ଦ୍ର ମୀନ ରାଶିରେ ଏକାଠି ହୋଇଛନ୍ତି । ଏହାସହିତ ଯେତେବେଳେ ସୂର୍ଯ୍ୟ ସନ୍ଧ୍ୟାରେ ଗୋଚର କରି କର୍କଟ ରାଶିରେ ବସିଛନ୍ତି । ଶୁକ୍ର ବୃଷ ରାଶିରେ ଏବଂ ବୁଧ କର୍କଟ ରାଶିରେ ରହିଛନ୍ତି । ମଙ୍ଗଳ ଏବଂ କେତୁ ପୂର୍ବରୁ ସିଂହ ରାଶିରେ ଅଛନ୍ତି ଏବଂ ରାହୁ କୁମ୍ଭ ରାଶିରେ । ଏପରି ସ୍ଥିତିରେ ଆଜି ୫ଟି ରାଶିର ଲୋକମାନେ ଧନବାନ ହେବାକୁ ଯାଉଛନ୍ତି ।

ବୃଷ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ । ସାମାଜିକ ଏବଂ ବୃତ୍ତିଗତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆଜିର ଦିନଟି ନୂତନ ଚାକିରି, ବ୍ୟବସାୟିକ ସୁଯୋଗ କିମ୍ବା ସମ୍ପର୍କକୁ ମଧୁର କରିବା ପାଇଁ ଅନୁକୂଳ । ନୂତନ ପ୍ରକଳ୍ପ କାର୍ଯ୍ୟରେ ସଫଳତା ମିଳିବ । ପରିବାର ସହିତ ଗୁଣାତ୍ମକ ସମୟ ବିତାଇବାର ସୁଯୋଗ ମିଳିବ ।

କର୍କଟ ରାଶି: ସୂର୍ଯ୍ୟଙ୍କ ଗୋଚର ଯୋଗୁଁ ଆପଣଙ୍କ ଘରେ ବୁଧାଦିତ୍ୟ ଯୋଗ ରହିଛି । ନିଷ୍ପତ୍ତି ଗ୍ରହଣ ଏବଂ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ । ମିଥୁନରେ ବୃହସ୍ପତି ଆପଣଙ୍କୁ ଆଧ୍ୟାତ୍ମିକ ଏବଂ ସୃଜନଶୀଳ ପ୍ରଗତି ପ୍ରଦାନ କରିବେ । ଆଜିର ଦିନଟି ନୂତନ ଯୋଜନା ଆରମ୍ଭ କରିବାରେ ସାହାଯ୍ୟ କରିବ । ନିବେଶ କରିବେ, ମାନସିକ ଶାନ୍ତି ପାଇବେ । କ୍ୟାରିୟରରେ ପ୍ରଗତି, ସୃଜନଶୀଳ କାର୍ଯ୍ୟରେ ସଫଳତା ଏବଂ ଆର୍ଥିକ ଲାଭ ପାଇବେ ।

ତୁଳା ରାଶି: ଆଜିର ଦିନରେ ବୃଷ ରାଶିରେ ଶୁକ୍ରଙ୍କ ଉପସ୍ଥ୍‍ିତି ଆପଣଙ୍କୁ ଆର୍ଥିକ ଲାଭବାନ କରିବା । ସମ୍ପର୍କରେ ମଧୁରତା ଆଣିବ । ଦଶମ ଘରେ ବୁଧାଦିତ୍ୟ ଯୋଗ ହେତୁ କ୍ୟାରିୟରରେ ଉନ୍ନତି ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଅନୁକୂଳ । ଚାକିରିରେ ପଦୋନ୍ନତି, ପାରିବାରିକ ଖୁସି ଏବଂ ସାମାଜିକ ସମ୍ମାନ ବୃଦ୍ଧି ମିଳିବ ।

ବିଛା ରାଶି: ମିଥୁନ ରାଶିରେ ବୃହସ୍ପତିଙ୍କ ଉପସ୍ଥିତି ଆପଣଙ୍କୁ ଶୁଭକାମନା ଏବଂ ଅପ୍ରତ୍ୟାଶିତ ସୁଯୋଗ ଆଣିଦେବ । ନବମ ଘରେ ବୁଧାଦିତ୍ୟ ଯୋଗ ଶିକ୍ଷା, ଯାତ୍ରା ଏବଂ ଆଧ୍ୟତ୍ମିକ ପ୍ରଗତିକୁ ବୃଦ୍ଧି କରିବ । ଆଜିର ଦିନଟି ନୂତନ ଆରମ୍ଭ ପାଇଁ ଭଲ ସମୟ । ଭାଗ୍ୟର ସମର୍ଥନ, ଶିକ୍ଷାରେ ସଫଳତା ପାଇବେ ।

କୁମ୍ଭ ରାଶି: କୁମ୍ଭ ରାଶିରେ ରାହୁଙ୍କ ଉପସ୍ଥିତି ସୃଜନଶୀଳତା ଏବଂ ନବସୃଜନକୁ ବୃଦ୍ଧି କରିବ । ଷଷ୍ଠ ଘରେ ବୁଧାଦିତ୍ୟ ଯୋଗ ଚ୍ୟାଲେଞ୍ଜ ଉପରେ ବିଜୟ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ପ୍ରଦାନ କରିବ । ଏହି ଦିନଟି ପ୍ରକଳ୍ପରେ ସଫଳତା ଏବଂ ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ଶୁଭ । କାର୍ଯ୍ୟରେ ସଫଳତା, ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ନୂତନ ସୁଯୋଗ ପାଇବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.