ନ୍ୟୁୟର୍କ,୧୧/୦୬: ସାରା ବିଶ୍ୱରେ ଭେଟେରାନ ବିରାଟ କୋହଲିଙ୍କ ପ୍ରଶଂସକ ରହିଛନ୍ତି । ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍ରେ ଜଣେ ପାକିସ୍ତାନୀ ପ୍ରଶଂସିକାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଏକ ଲକେଟ ବେକରେ ପକାଇଥିଲେ । ଲକେଟରେ କୋହଲିଙ୍କର ଜର୍ସି ନମ୍ବର (୧୮) ଏବଂ ଫଟୋ ରହିଥିଲା । ତାଙ୍କର ଫଟୋ ଟେଲିଭିଜନ ଏବଂ ଡିଜିଟାଲ ମିଡିଆରେ ପ୍ରସାରିତ ହୋଇଥିଲା । ପ୍ରଶଂସିକା ଜଣଙ୍କ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘କ’ଣ ଆପଣମାନେ ମୋତେ ଟିଭିରେ ଦେଖିଲେ କି ?’
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓମାର ଅବଦୁଲ୍ଲାଙ୍କ ପ୍ରଶଂ...