ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ପାକିସ୍ତାନୀ ପ୍ରଶଂସିକାଙ୍କ ବେକରେ କୋହଲି ଲକେଟ, ଫଟୋ ଏବଂ ଭିଡିଓ ଭାଇରାଲ୍

ନ୍ୟୁୟର୍କ,୧୧/୦୬:  ସାରା ବିଶ୍ୱରେ ଭେଟେରାନ ବିରାଟ କୋହଲିଙ୍କ ପ୍ରଶଂସକ ରହିଛନ୍ତି । ଗତକାଲି ଭାରତ-ପାକିସ୍ତାନ  ମ୍ୟାଚ୍‌ରେ ଜଣେ ପାକିସ୍ତାନୀ ପ୍ରଶଂସିକାଙ୍କ ଫଟୋ ଏବଂ  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଏକ ଲକେଟ ବେକରେ ପକାଇଥିଲେ । ଲକେଟରେ କୋହଲିଙ୍କର ଜର୍ସି ନମ୍ବର (୧୮)  ଏବଂ ଫଟୋ ରହିଥିଲା । ତାଙ୍କର ଫଟୋ ଟେଲିଭିଜନ ଏବଂ  ଡିଜିଟାଲ ମିଡିଆରେ ପ୍ରସାରିତ ହୋଇଥିଲା । ପ୍ରଶଂସିକା ଜଣଙ୍କ  ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି,  ‘କ’ଣ ଆପଣମାନେ ମୋତେ ଟିଭିରେ ଦେଖିଲେ କି ?’

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.