ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ପିଏଫ୍‌ ଖାତାରେ ଆଉ ମିଳିବନି କୋଭିଡ୍‌ ଆଡଭାନ୍ସ ସୁବିଧା, ଇପିଏଫ୍‌ଓ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୫/୦୬: ରାଷ୍ଟ୍ରାୟତ୍ତ ଏବଂ ସୂଚୀଭୁକ୍ତ କମ୍ପାନିଗୁଡିକର କର୍ମଚାରୀଙ୍କୁ କର୍ମଚାରୀ ଭବିଷ୍ୟନିଧି ଖାତାରେ ମିଳୁଥିବା କୋଭିଡ ଆଡଭାନ୍ସ ସୁବିଧା ଆଉ ମିଳିବନି । ଏହି ସୁବିଧାକୁ ବନ୍ଦ କରି ଦେଇଛି ଇପିଏଫ୍‌ଓ । 

କରୋନା ମହାମାରୀ  ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ପିଏଫ୍‌ ଖାତାରେ ଅଗ୍ରୀମ ଉଠାଣ ବ୍ୟବସ୍ଥା କରାଯାଇଥିଲା । ଏକ ବିଜ୍ଞପ୍ତି ଜାରି କରି ଇପିଏଫ୍‌ଓ କହିଛି, ଏବେ ମହାମାରୀ ଆଉ ନାହିଁ । ଫଳରେ ଅଗ୍ରୀମ ଉଠାଣ ସୁବିଧାକୁ ତ୍ୱରୀତ ଭିତ୍ତିରେ ବନ୍ଦ କରାଯାଇଛି । 

ମାର୍ଚ୍ଚ ୨୦୨୦ରେ ଏହି ସୁବିଧା ଆଣିଥିଲେ ସରକାର । ପିଏମ୍‌ ଗରିବ କଲ୍ୟାଣ ଯୋଜନାରେ ଏହାର ଶୁଭାରମ୍ଭ କରାଯାଇଥିଲା । ଏହା  ଦ୍ୱାରା କର୍ମଚାରୀମାନେ ନିଜ ପିଏଫ୍‌ ଆକାଉଣ୍ଟ ଜମାର ବେସିକ  ବେତନ ବା ମହଙ୍ଗା ଭତ୍ତା ସହ ସମାନ କିମ୍ବା ପିଏଫ୍‌ ଆକାଉଣ୍ଟ  ଶେଷ ରାଶିର ୭୫% ଉଠାଣ ସୁବିଧା ରହିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.