ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

Exit Polls: ରାଜସ୍ଥାନ କାହାର ? ଶାସନ ପରିବର୍ତ୍ତନ ନେଇ ଏକଜିଟ୍‌ ପୋଲରେ ଇସାରା

ଜୟପୁର: ୫ ରାଜ୍ୟରେ କିଏ ମାରିବ ବାଜି । ଡିସେମ୍ବର ୩ରେ ଭୋଟ ଗଣତି ହେବାକୁ ଥିବା ଆଜି ଏକଜିଟ୍‌ ପୋଲ୍‌ ସାମ୍ନାକୁ ଆସିଛି । ଏକଜାଟ୍‌ ରେଜଲ୍ଟ ପୂର୍ବରୁ ଏକଜିଟ୍‌ ପୋଲର ରିପୋର୍ଟ  ଚମକାଇ ଦେଇଛି । ଏଥର ରାଜସ୍ଥାନରେ ପୁଣି ଥରେ ପରମ୍ପରା ବଜାୟ ରହିପାରେ । ସରକାର ଗଢ଼ିପାରେ ବିଜେପି । 

ପୂର୍ବ ପାଳିରେ କଂଗ୍ରେସ ସରକାର ଗଢ଼ିଥିବା ବେଳେ ଏଥର ଶାସନକୁ ଫେରିପାରେ ବିଜେପି । ପରାଜୟର ସାମ୍ନା କରିବାକୁ ପଡ଼ିପାରେ  କଂଗ୍ରେସକୁ । ରାଜସ୍ଥାନରେ କଂଗ୍ରେସ ସରକାରକୁ ଝଟକା ଲାଗିପାରେ । ବିଭିନ୍ନ ମିଡିଆ ନିର୍ବାଚନ ସମ୍ପର୍କିତ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ କରିଛନ୍ତି । ତେବେ କେଉଁ ମିଡିଆର ଏକ୍‌ଜିଟ୍ ପୋଲ୍ ରିପୋର୍ଟ କ’ଣ କହୁଛି ଆସନ୍ତୁ ଜାଣିବା।

Dainik Bhaskar

ବିଜେପି:୯୮-୧୦୫

କଂଗ୍ରେସ: ୮୫-୯୫

India Today-Axis My India

ବିଜେପି:୮୦-୧୦୦

କଂଗ୍ରେସ: ୮୬-୧୦୬

Jan KI Baat

ବିଜେପି: ୧୦୦-୧୨୨

କଂଗ୍ରେସ: ୬୨-୮୫

Today’s Chanakya

ବିଜେପି: ୧୫୧

କଂଗ୍ରେସ: ୭୪

Republic Tv

ବିଜେପି: ୧୧୮-୧୩୦

କଂଗ୍ରେସ: ୯୧-୧୦୭

TV9 Bharatvarsh(Polstart)

ବିଜେପି: ୧୦୬-୧୧୬

କଂଗ୍ରେସ: ୧୧୧-୧୨୧

  • Rajasthan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.