ବ୍ରହ୍ମପୁର, ୧୨।୦୨ : ପୁଣି ବାଘ ଆତଙ୍କ। ପାତ୍ରପୁର ବି ନୂଆଗାଁ ସର୍ଦାପୁର ନିକଟ ରାସ୍ତା ଉପରେ ବୁଲୁଛନ୍ତି ବାଘ। ରବିବାର ରାତିରେ ରାସ୍ତାରେ ୨ଟି ବାଘ ବୁଲୁଥିବା ଦେଖି ବାଟୋଇ ଛାନିଆ ହୋଇପଡିଛନ୍ତି। ତେବେ ଏହା କି ପ୍ରଜାତିର ବାଘ ଏବଂ କେଉଁଠୁ ଆସିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବାଘ ୨ଟିଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...