ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଅନନ୍ତନାଗରେ ଜାରି ରହିଛି ଏନକାଉଣ୍ଟର: ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଡ୍ରୋନ୍ ଓ ଗ୍ରେନେଡ ମାଡ଼, ଜଣେ ଯବାନ ସହିଦ

ନୂଆଦିଲ୍ଲୀ,୧୫।୯: ନୂଆଦିଲ୍ଲୀ,୧୫।୯: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗର ଗଡୁଲ ଜଙ୍ଗଲରେ ଲଗାତାର ତୃତୀୟ ଦିନ ମଧ୍ୟ ଆତଙ୍କବାଦୀ ବିରୋଧି ଅଭିଯାନ ଜାରି ରହିଛି। ମଝିରେ ମଝିରେ ଗୁଳିକାଣ୍ଡ ମଧ୍ୟ ହେଉଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଗ୍ରେନେଡ ମାଡ କରାଯାଉଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନନ୍ତନାଗ ଏନକାଉଣ୍ଟରରେ ଆହତ ହୋଇଥିବା ଜଣେ ଯବାନ ଆଜି ଚିକିତ୍ସାଧୀନ ଅବସ୍ଥାରେ ହିଦ ହୋଇଥିବା ଜଣାପଡିଛି। 

ଅନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଶୁକ୍ରବାର ଅପରେସନ୍ ଜାରି ରହିଛି। ଲସ୍କରର ଦୁଇ ଆତଙ୍କବାଦୀଙ୍କୁ ଘେରାଉ କରିଦିଆଯାଇଛି। ହେଲିକପ୍ଟର, ଡ୍ରୋନ୍‌ ଓ ଅନ୍ୟ ଅତ୍ୟାଧୁନିକ ଉପକରଣରୁ ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇଛି। ଅଭିଯାନରେ ପାରା କମାଣ୍ଡୋ ଦାୟିତ୍ବ ଦିଆଯାଇଛି। ଘଞ୍ଚ ଜଙ୍ଗଲ ଓ ପାହାଡ ଅଞ୍ଚଳ କାରଣରୁ ଏହି ସ୍ବତନ୍ତ୍ର ବାହିନୀଙ୍କୁ ମୁତୟନ କରାଯାଇଛି। ଏହାଛଡା ପହାଡରେ ଯେଉଁଠି ଆତଙ୍କବାଦୀଙ୍କ ଆଡ୍ଡା ରହିଥିବାର ଆଶଙ୍କା କରାଯାଉଛି ସେଠାରେ ମଧ୍ୟ ରକେଟ ମାଡ କରାଯାଇଛି। ସୁରକ୍ଷାକର୍ମୀ ଉଜୈର ଖାନ୍  ସହିତ ଲସ୍କରର ଦୁଇ ଆତଙ୍କବାଦୀଙ୍କୁ ଘେରାଉ କରିଛନ୍ତି।

  • Encounter
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.