ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

କେବେ ହେବ ପ୍ରଭାସଙ୍କ ‘ସାଲାର୍‌’ର ଆଡଭାନ୍ସ ବୁକିଂ? ଶାହାରୁଖଙ୍କ ‘ଡଙ୍କି’କୁ ଦେବ ଟକ୍କର

ମୁମ୍ବାଇ ୦୫/୧୨: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର୍‌’ର ଅପେକ୍ଷା ଶେଷ ହେବାକୁ ଯାଉଛି। ସାଉଥ ସୁପରଷ୍ଟାର ପ୍ରଭାସ ଷ୍ଟାରର ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଡିସେମ୍ବର ୨୨ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ନିକଟରେ ଫିଲ୍ମର ଆଡଭାନ୍ସ ବୁକିଂ ଘୋଷଣା କରାଯାଇଛି।

ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି, ଯାହା ସହିତ ନିର୍ମାତା ଫିଲ୍ମର ଆଡଭାନ୍ସ ବୁକିଂ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଏହି ସୂଚନା 'ସାଲାର'ର ଟ୍ରେଲରର ଶେଷରେ ଦିଆଯାଇଛି। ଫିଲ୍ମର ଆଡଭାନ୍ସ ବୁକିଂ ଡିସେମ୍ବର ୧୫ ରୁ ଆରମ୍ଭ ହେବ।

ପ୍ରଭାସଙ୍କ ସାଲାର ସହିତ ଶାହାରୁଖ ଖାନଙ୍କ ‘ଡଙ୍କି’ ମଧ୍ୟ ଡିସେମ୍ବର ୨୨ ରେ ବକ୍ସ ଅଫିସରେ ମୁକ୍ତିଲାଭ କରିବାକୁ ଯାଉଛି। ଏପରି ପରିସ୍ଥିତିରେ, କେଉଁ ଫିଲ୍ମ ରୋଜଗାର ଦୃଷ୍ଟିରୁ ଆଗରେ ରହିବ,  ତାହା ରିଲିଜ୍ ପରେ ହିଁ ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.