ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ଜୁନ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର,୧୧।୬ : ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ  ହେବ। ସେଥିପାଇ ଆସନ୍ତା  ଜୁନ ୩୦ ଯାଏଁ  ରାଜ୍ୟରେ ସରକାରୀ କର୍ମଚାରୀଙ୍କ   ଛୁଟି ବାତିଲ କରାଯାଇଛି। ଏ ନେଇ ଜିଲ୍ଲପାଳ ଓ ସଚିବମାନଙ୍କୁ  ଅତିରିକ୍ତ  ମୁଖ୍ୟ  ସଚିବ ଚିଠି କରିଛନ୍ତି। ସରକାରୀ ଛୁଟିଦିନରେ ମଧ୍ୟ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ପାଇଁ  ଅନୁମତି ମିଳିବ । 

ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହାସହ ମନ୍ତ୍ରୀମାନେ ଶପଥ ଗହଣ କରିବେ। ନୂଆ ମନ୍ତ୍ରୀମଣ୍ଡଳ ଶପଥ ପରେ ବିଭିନ୍ନ  ବିଭାଗୀୟ କାର୍ଯ୍ୟ  ରହିଛି। ଏହାକୁ ଦୃଷ୍ଟିରେ ରଖି  ସରକାରୀ କର୍ମଚାରୀଙ୍କ ଛୁଟିକୁ ୩୦ ଯାଏଁ ବାତିଲ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.