ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

କାନପୁର ଟେଷ୍ଟରେ ଟ୍ବିଷ୍ଟ, ବଢ଼ିଲା ଭାରତୀୟ ଟିମ୍‌ର ବିଜୟ ଆଶା

Image Courtesy: aajtak

କାନପୁର: ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ରୋମାଞ୍ଚକର ମୋଡ ନେଇଛି । ଚତୁର୍ଥ ଦିନରେ ଭାରତୀୟ ଟିମ୍‌ ଏକାଧିକ ରେକର୍ଡ କରିବା ସହ ବଡ଼ ସ୍କୋର କରିଛି । ପ୍ରଥମ ଦିନ ମାତ୍ର ୩୫ ଓଭର, ଦ୍ଵିତୀୟ ଓ ତୃତୀୟ ଦିନର ଖେଳ ରଦ୍ଦ ହେବା ପରେ ବି କାନପୁର ଟେଷ୍ଟକୁ ନେଇ ଉତ୍ସାହ ବୃଦ୍ଧି ପାଇଛି । ଚତୁର୍ଥ ଦିନରେ ୧୮ ଓ୍ଵିକେଟ୍ ପତନ ଏବଂ ୪୩୭ ରନ  ହୋଇଛି । 

ଚତୁର୍ଥ ଦିନରେ ବାଂଲାଦେଶ ୨୩୩ ରନରେ ଅଲଆଉଟ୍ ହେବା ପରେ ଭାରତ ବିସ୍ଫୋରକ ବ୍ୟାଟିଂ କରି   ୨୮୫/୯ରେ ଇନିଂସ ସମାପ୍ତି ଘୋଷଣା କରିଥିଲା। ଆଉ ଦଳ ୫୨ ରନର ଅଗ୍ରଣୀ ହାସଲ କରିଥିଲା। ଆଜି ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ଵିତୀୟ ଇନିଂସରେ ୨ ଓ୍ଵିକେଟ୍ ହରାଇ ୨୬ ରନ କରିଛି। ଦଳ ଏବେ ବି ଭାରତଠୁ ୨୬ ରନରେ ପଛୁଆ ରହିଛି। କ୍ରିଜରେ ଶାଦମାନ ଇସ୍ଲାମ ୭ ରନ ଓ ମୋନିମୁକ ହକ ୦ ରନ କରିବା ସହ ଅପରାଜିତ ଅଛନ୍ତି ।

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.