ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ପିଜି ଛାତ୍ରୀଙ୍କ ଆତ୍ମହତ୍ୟା, ପ୍ରେମଜନିତ କାରଣ ଅଭିଯୋଗ

ଭୁବନ, ୧୭/୦୬ : ପିଜି ଛାତ୍ରୀଙ୍କ ଆତ୍ମହତ୍ୟା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ନୁଆଟିପିଲେଇ ଗ୍ରାମର ଯୁବତୀ ଦିପା ପ୍ରଧାନ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ସେହି ଗ୍ରାମର ଚିଣ୍ଟୁ ଦଳେଇଙ୍କ ସହ ଝିଅର ପ୍ରେମ ସମ୍ପର୍କ ଗଢିଉଠିଥିଲା। ଉଭୟ ପରିବାର ପକ୍ଷରୁ ବିବାହ ମଧ୍ୟ ସ୍ଥିର ହୋଇଥିଲା। ପରେ କୌଣସି କାରଣରୁ ବିବାହ ବିଛେଦ ହୋଇଯାଇଥିଲା।  ସେହି କାରଣରୁ ଆଜି ଝିଅ ଦିପା ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାପା ପ୍ରେମାନନ୍ଦ ପ୍ରଧାନ। ସେପଟେ ଯୁବତୀଙ୍କ ଘରେ ଭୁବନ ପୋଲିସ ପହଞ୍ଚ ଛାତ୍ରୀଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇିଁ ପଠାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.