ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଏହି ୫ ଗ୍ରହର ଉପସ୍ଥିତି ଏହି ୫ ରାଶିରେ ରହିଲେ ହୋଇଥାଏ ଭାଗ୍ୟୋଦୟ, ରାଜ ଭଳି ବିତାଇଥାନ୍ତି ଜୀବନ...

ଜ୍ୟୋତିଶ ଶାସ୍ତ୍ରରେ ଗ୍ରହ ମାନଙ୍କର ଉପସ୍ଥିତିକୁ ବହୁତ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଇଥାଏ । ଗ୍ରହର ଉପସ୍ଥିତି ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପଡିଥାଏ । କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥାଏ ତ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହି ସମୟରେ ବୃଷ ରାଶିରେ ଗ୍ରହ ମାନଙ୍କ ଖଜାନା ଲାଗି ଯାଇଛି । ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳ ଏବଂ ଚନ୍ଦ୍ର ବୃଷ ରାଶିରେ ବିରାଜମାନ ଅଛନ୍ତି । ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳ ଏବଂ ଚନ୍ଦ୍ ଗୋଟିଏ ରାଶିରେ ରହିବା ଦ୍ବାରା ରାଶିଧାରକ ଅର୍ଥାତ ବ୍ୟକ୍ତିର ଭଗ୍ୟ ଚମକିଥାଏ । ରାଶିଧାରକ ରାଜା ଭଳି ଜୀବନ ବିତାଇଥାନ୍ତି ।

ଏବେ ଆସନ୍ତୁ ଜାଣିବା ଏହି ସମସ୍ତ ଗ୍ରହ ଗୋଟିଏ ରାଶିରେ ରହିଲେ କଣ ସବୁ ଲାଭ ହୋଇଥାଏ...

ମେଷ-ଆପଣଙ୍କ ମାନ-ସମ୍ମାନ ବଢିଥାଏ। ଘରେ ଖସି ବୃଦ୍ଧି ହୋଇଥାଏ । ବାଣିଜ୍ୟ ଏବଂ ଚାକିରି ପାଇଁ ଏହି ମାସ ବହୁତ ମହତ୍ବପୂର୍ଣ୍ଣ ପ୍ରମାଣିତ ହୋଇଥାଏ । ମାନସିକ ଶାନ୍ତି ରହିବ । ଆର୍ଥିକ ସମସ୍ୟାରୁ ଦୂରେଇ ରହିବେ । ସଫଳତା ହାସଲ ପାଇଁ ଅଧିକ କଷ୍ଟ କରିବାକୁ ପଡିନଥାଏ । 

ବୃଷ-ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି । ବାଣିଜ୍ୟରେ ଲଲାଭ ଯୋଗ ରହିଥାଏ । ପରିଶ୍ରମରେ ସଫଳତା ମିଳିବ । ଧନଲାଭ ପାଇଁ ଯୋଗ ବନିବ । ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବେ । ଏହି ସମୟରେ ଆପଣଙ୍କୁ ବହୁତ ସହଯୋଗ ମିଳିବ । 

ମିଥୁନ-ଚାକିରିରେ ପଦୋନ୍ନତି ମିଳିପାରେ । କୌଣସି ନୂଆ କାମ ହାତକୁ ଆସିପାରେ । ପରିବାରରେ ହସଖୁସି ରହିବ । ଯେଉଁ କାର୍ଯ୍ୟ କରିବେ ସେଥିରେ ଲାଭବାନ ହେବେ । ଭଗବାନ ଶିବଙ୍କ ବିଶେଷ କୃପାଲାଭ କରିବେ । ଆର୍ଥିକ ପକ୍ଷ ମଜବୁତ୍ ହେବ । 

ସିଂହ-କାର୍ଯ୍ୟକ୍ଷେତ୍ରରେ ଯେକୌଣସି ପ୍ରକାର ସହଯୋଗ ମିଳିପାରେ । ପରିବାରରେ ହସଖୁସି ରହିବ ।ମାସ ଶେଷରେ ଯେକୌଣସି ଶୁଭ ସମାଚାର ମିଳିପାରେ । ଆର୍ଥିକ ପକ୍ଷ ମଜବୁତ୍ ହେବ । ଧାର୍ମିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ ।

କନ୍ୟା-ଏହି ସମୟରେ ଆପଣଙ୍କୁ ଭଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିପାରେ । ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣହେବ । ଚାକିରି କିମ୍ବା ବ୍ୟବସାୟ ପାଇଁ ଦୂର ଯାତ୍ରା କରିବେ । ବିଦେଶ ଯାତ୍ରା ପାଇଁ ସୁଯୋଗ ମିଳିବ । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.