ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ଏହି ୫ ଗ୍ରହର ଉପସ୍ଥିତି ଏହି ୫ ରାଶିରେ ରହିଲେ ହୋଇଥାଏ ଭାଗ୍ୟୋଦୟ, ରାଜ ଭଳି ବିତାଇଥାନ୍ତି ଜୀବନ...

ଜ୍ୟୋତିଶ ଶାସ୍ତ୍ରରେ ଗ୍ରହ ମାନଙ୍କର ଉପସ୍ଥିତିକୁ ବହୁତ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଇଥାଏ । ଗ୍ରହର ଉପସ୍ଥିତି ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପଡିଥାଏ । କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥାଏ ତ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହି ସମୟରେ ବୃଷ ରାଶିରେ ଗ୍ରହ ମାନଙ୍କ ଖଜାନା ଲାଗି ଯାଇଛି । ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳ ଏବଂ ଚନ୍ଦ୍ର ବୃଷ ରାଶିରେ ବିରାଜମାନ ଅଛନ୍ତି । ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳ ଏବଂ ଚନ୍ଦ୍ ଗୋଟିଏ ରାଶିରେ ରହିବା ଦ୍ବାରା ରାଶିଧାରକ ଅର୍ଥାତ ବ୍ୟକ୍ତିର ଭଗ୍ୟ ଚମକିଥାଏ । ରାଶିଧାରକ ରାଜା ଭଳି ଜୀବନ ବିତାଇଥାନ୍ତି ।

ଏବେ ଆସନ୍ତୁ ଜାଣିବା ଏହି ସମସ୍ତ ଗ୍ରହ ଗୋଟିଏ ରାଶିରେ ରହିଲେ କଣ ସବୁ ଲାଭ ହୋଇଥାଏ...

ମେଷ-ଆପଣଙ୍କ ମାନ-ସମ୍ମାନ ବଢିଥାଏ। ଘରେ ଖସି ବୃଦ୍ଧି ହୋଇଥାଏ । ବାଣିଜ୍ୟ ଏବଂ ଚାକିରି ପାଇଁ ଏହି ମାସ ବହୁତ ମହତ୍ବପୂର୍ଣ୍ଣ ପ୍ରମାଣିତ ହୋଇଥାଏ । ମାନସିକ ଶାନ୍ତି ରହିବ । ଆର୍ଥିକ ସମସ୍ୟାରୁ ଦୂରେଇ ରହିବେ । ସଫଳତା ହାସଲ ପାଇଁ ଅଧିକ କଷ୍ଟ କରିବାକୁ ପଡିନଥାଏ । 

ବୃଷ-ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି । ବାଣିଜ୍ୟରେ ଲଲାଭ ଯୋଗ ରହିଥାଏ । ପରିଶ୍ରମରେ ସଫଳତା ମିଳିବ । ଧନଲାଭ ପାଇଁ ଯୋଗ ବନିବ । ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବେ । ଏହି ସମୟରେ ଆପଣଙ୍କୁ ବହୁତ ସହଯୋଗ ମିଳିବ । 

ମିଥୁନ-ଚାକିରିରେ ପଦୋନ୍ନତି ମିଳିପାରେ । କୌଣସି ନୂଆ କାମ ହାତକୁ ଆସିପାରେ । ପରିବାରରେ ହସଖୁସି ରହିବ । ଯେଉଁ କାର୍ଯ୍ୟ କରିବେ ସେଥିରେ ଲାଭବାନ ହେବେ । ଭଗବାନ ଶିବଙ୍କ ବିଶେଷ କୃପାଲାଭ କରିବେ । ଆର୍ଥିକ ପକ୍ଷ ମଜବୁତ୍ ହେବ । 

ସିଂହ-କାର୍ଯ୍ୟକ୍ଷେତ୍ରରେ ଯେକୌଣସି ପ୍ରକାର ସହଯୋଗ ମିଳିପାରେ । ପରିବାରରେ ହସଖୁସି ରହିବ ।ମାସ ଶେଷରେ ଯେକୌଣସି ଶୁଭ ସମାଚାର ମିଳିପାରେ । ଆର୍ଥିକ ପକ୍ଷ ମଜବୁତ୍ ହେବ । ଧାର୍ମିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ ।

କନ୍ୟା-ଏହି ସମୟରେ ଆପଣଙ୍କୁ ଭଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିପାରେ । ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣହେବ । ଚାକିରି କିମ୍ବା ବ୍ୟବସାୟ ପାଇଁ ଦୂର ଯାତ୍ରା କରିବେ । ବିଦେଶ ଯାତ୍ରା ପାଇଁ ସୁଯୋଗ ମିଳିବ । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.