ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ଇତିହାସକାରଙ୍କ ଭବିଷ୍ୟବାଣୀ: କମଳା ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି

ୱାଶିଂଟନ୍‌,୦୮/୦୯: ଆମେରିକାର ନିର୍ବାଚନକୁ  ନେଇ ଭବିଷ୍ୟବାଣୀ କରୁଥିବା ଜଣେ ଚର୍ଚ୍ଚିତ  ଇତିହାସକାର ଆଲାନ୍‌ ଲିଚମ୍ୟାନ କମଳା ହାରିସଙ୍କ  ବିଜୟ ଦାବି କରିଛନ୍ତି । ନ୍ୟୁୟର୍କ ଟାଇମ୍ସ ମୁତାବକ ତାଙ୍କର  ଦାବି ଏଥିଲାଗି ଗୁରୁତ୍ୱପୂର୍ଣ୍ଣ ଯେ ସେ ବିଗତ ୪୦ ବର୍ଷ  ହେଲା କରିଥିବା ୧୦ରୁ ୯ଟି  ଭବିଷ୍ୟବାଣୀ ସତ ସାବ୍ୟସ୍ତ  ହୋଇଛି । ଲିଚମ୍ୟାନ୍‌  ସେହି ହାତଗଣତି ଲୋକଙ୍କ  ମଧ୍ୟରେ ସାମିଲ ଥିଲେ ଯେଉଁମାନେ ୨୦୧୬ରେ  ଟ୍ରମ୍ପ ଜିତିବା ନେଇ  ଭବିଷ୍ୟବାଣୀ କରିଥିଲେ ।  ଅବଶ୍ୟ ଜୁଲାଇରେ ବାଇଡେନ୍‌ ଯେତେବେଳେ ରାଷ୍ଟ୍ରପତି  ପଦ ରେସ୍‌ରୁ ବାହାରିଗଲେ ସେତେବେଳେ ସେ  ଏହି ନିଷ୍ପତ୍ତିକୁ ଡେମୋକ୍ରାଟିକ୍‌ ଦଳ ଲାଗି ଏକ ବଡ଼  ଭୁଲ୍‌ ବୋଲି କହିଥିଲେ । ଦେଢ଼ମାସ ପରେ ଏବେ  ଲିଚମ୍ୟାନ୍‌ଙ୍କ ସ୍ୱର ବଦଳିଯାଇଛି । ୫ ନଭେମ୍ବରରେ  ହେବାକୁ ଥିବା ନିର୍ବାଚନରେ କମଳା ହାରିସ୍‌ ଜିତିବେ  ବୋଲି ସେ ଦୃଢ଼ୋକ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.