ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟେକ୍ସାସ ଚର୍ଚ୍ଚରେ ଗୁଳିମାଡ, ୫ ବର୍ଷର ଶିଶୁ ଆହତ, ମହିଳା ଆକ୍ରମଣକାରୀ ମୃତ...

ନୂଆଦିଲ୍ଲୀ: ରବିବାର ଦିନ ଟେକ୍ସାସର ହ୍ୟୁଷ୍ଟନ୍‌ର ଏକ ଚର୍ଚ୍ଚରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଏକ ଛୋଟ ଶିଶୁ ସମେତ ଦୁଇ ଜଣଙ୍କୁ ଗୁଳି ଲାଗିଥିଲା । ତେବେ ପୋଲିସ ଗୁଳି ଚଳାଇଥିବା ମହିଳାଙ୍କୁ ହତ୍ୟା କରିଥିଲା।  

ସୂଚନା ମୁତାବକ, ସହରର ପୋଲିସ ମହାନିର୍ଦ୍ଦେଶକ ଟ୍ରାଇ ଫିନ୍ନର କହିଛନ୍ତି ଯେ, ଏହି ଘଟଣାରେ ଜଣେ ପାଞ୍ଚ ବର୍ଷର ବାଳକର ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ଜଣେ ୫୭ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । 

ଫିନର୍ କହିଛନ୍ତି ଯେ, ଆକ୍ରମଣକାରୀ ମହିଳାଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ । ସେ ଏକ ଲମ୍ବା ଟ୍ରେଞ୍ଚ କୋଟ୍ ପିନ୍ଧିଥିଲେ ଏବଂ ତାଙ୍କ ହାତରେ ରାଇଫଲ ଏବଂ ବ୍ୟାଗ ଧରିଥିଲେ । ସେ ଚର୍ଚ୍ଚରେ ପ୍ରବେଶ କରିଥିଲେ ଏବଂ ତାଙ୍କ ସହିତ ପ୍ରାୟ ପାଞ୍ଚ ବର୍ଷ ବୟସର ଏକ ଶିଶୁ ଥିଲା । ଯେତେବେଳେ ସେ ଅପରାହ୍ଣ ୧.୫୦ ସମୟରେ ଚର୍ଚ୍ଚରେ ଗୁଳି ବିନିମୟ ହୋଇଥିଲା ସେତେବେଳେ ସେଠାରେ ଉପସ୍ଥିତ ଦୁଇଜଣ ଅଧିକାରୀ ଗୁଳି ଚଳାଇଥିଲେ ଏବଂ ମହିଳାଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ମହିଳାଙ୍କ ପରିଚୟ ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.