ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଟେକ୍ସାସ ଚର୍ଚ୍ଚରେ ଗୁଳିମାଡ, ୫ ବର୍ଷର ଶିଶୁ ଆହତ, ମହିଳା ଆକ୍ରମଣକାରୀ ମୃତ...

ନୂଆଦିଲ୍ଲୀ: ରବିବାର ଦିନ ଟେକ୍ସାସର ହ୍ୟୁଷ୍ଟନ୍‌ର ଏକ ଚର୍ଚ୍ଚରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଏକ ଛୋଟ ଶିଶୁ ସମେତ ଦୁଇ ଜଣଙ୍କୁ ଗୁଳି ଲାଗିଥିଲା । ତେବେ ପୋଲିସ ଗୁଳି ଚଳାଇଥିବା ମହିଳାଙ୍କୁ ହତ୍ୟା କରିଥିଲା।  

ସୂଚନା ମୁତାବକ, ସହରର ପୋଲିସ ମହାନିର୍ଦ୍ଦେଶକ ଟ୍ରାଇ ଫିନ୍ନର କହିଛନ୍ତି ଯେ, ଏହି ଘଟଣାରେ ଜଣେ ପାଞ୍ଚ ବର୍ଷର ବାଳକର ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ଜଣେ ୫୭ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । 

ଫିନର୍ କହିଛନ୍ତି ଯେ, ଆକ୍ରମଣକାରୀ ମହିଳାଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ । ସେ ଏକ ଲମ୍ବା ଟ୍ରେଞ୍ଚ କୋଟ୍ ପିନ୍ଧିଥିଲେ ଏବଂ ତାଙ୍କ ହାତରେ ରାଇଫଲ ଏବଂ ବ୍ୟାଗ ଧରିଥିଲେ । ସେ ଚର୍ଚ୍ଚରେ ପ୍ରବେଶ କରିଥିଲେ ଏବଂ ତାଙ୍କ ସହିତ ପ୍ରାୟ ପାଞ୍ଚ ବର୍ଷ ବୟସର ଏକ ଶିଶୁ ଥିଲା । ଯେତେବେଳେ ସେ ଅପରାହ୍ଣ ୧.୫୦ ସମୟରେ ଚର୍ଚ୍ଚରେ ଗୁଳି ବିନିମୟ ହୋଇଥିଲା ସେତେବେଳେ ସେଠାରେ ଉପସ୍ଥିତ ଦୁଇଜଣ ଅଧିକାରୀ ଗୁଳି ଚଳାଇଥିଲେ ଏବଂ ମହିଳାଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ମହିଳାଙ୍କ ପରିଚୟ ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.