ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଅଯୋଧ୍ୟା ଗଲେ ଡି ଓ୍ବାଇ ଚନ୍ଦ୍ରଚୂଡ, କଲେ ରାମଲଲାଙ୍କ ଦର୍ଶନ

Published By : Anindita | July 13, 2024 1:38 PM

ନୂଆଦିଲ୍ଲୀ,୧୩/୭: ରାମଲଲାଙ୍କ ଦର୍ଶନ କରିଛନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ । ନବନିର୍ମିତ ମନ୍ଦିର ଗର୍ଭଗୃହକୁ ଯାଇ ରାମଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରିବା ସହ ଆରତୀ କରିଛନ୍ତି ସିଜେଆଇ ଚନ୍ଦ୍ରଚୂଡ। ଏଥିସହ ସେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ଜିଲ୍ଲା ପ୍ରଶାସନର ସୂଚନାନୁସାରେ, ଚନ୍ଦ୍ରଚୂଡ ଅପରାହ୍ନ ୩ଟା ସମୟରେ ଅଯୋଧ୍ୟା ବିମାନବନ୍ଦରରେ ଅବତରଣ କରିଥିଲେ । ଏହାପରେ ଜିଲ୍ଲା ଅଧିକାରୀ ନୀତୀଶ କୁମାର ତାଙ୍କୁ ସ୍ୱାଗତ କରିଥିଲେ।ରାମମନ୍ଦିର ଯିବା ପୂର୍ବରୁ ହନୁମାନଗଡ଼ି ଯାଇଥିଲେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ। ସେଠାରୁ ସେ  ରାମ ମନ୍ଦିର ଯାଇ ରାମଲାଲାଙ୍କ ଦର୍ଶନ କରିଥିଲେ। ଏନେଇ ପିଟିଆଇ ସହ କଥାବାର୍ତ୍ତା କରି କୁମାର କହିଛନ୍ତି ଯେ, ଚନ୍ଦ୍ରଚୁଡ ଅଯୋଧ୍ୟାରେ ପ୍ରାୟ ଅଢେଇ ଘଣ୍ଟା ରହିଥିଲେ। ସେ ସନ୍ଧ୍ୟା ୫.୩୦ରେ  ରାମକଥା ପାର୍କ ହେଲିପ୍ୟାଡରୁ ହେଲିକପ୍ଟର ଯୋଗେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.