ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାହାଘର ପ୍ରସେସନ ସମୟରେ ଚଢିଗଲା ଗାଡି, ବର ଓ ବରପିତା ଗୁରୁତର

କଟକ, ୧୦/୦୭ : ବାହାଘର ପ୍ରସେସନ ସମୟରେ ଚଢିଗଲା ଗାଡି। ବର ଓ ବରପିତା ଗୁରୁତର। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚତରାପଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଚତରପଦା ଗ୍ରାମର ବିମ୍ବାଧର ନାୟକ (୫୫ ବର୍ଷ)ଙ୍କ ପୁଅ ବବୁଲ ନାୟକ (୨୨ବର୍ଷ)ଙ୍କର ବିବାହ ତଗିଲୋ ଗ୍ରାମରେ ସ୍ଥିର ହୋଇଥିଲା। ବୁଧବାର ବିବାହ ଶୋଭାଯାତ୍ରାରେ ଯାଉଥିବା ବେଳେ ଏକ ବସ୍ ଭାରସାମ୍ୟ ହରାଇ ବରଯାତ୍ରୀଙ୍କ ଉପରକୁ ଚଢିଯାଇଥିଲା। ଫଳରେ ବର ବବୁଲ ନାୟକ ଆହତ ହୋଇଥିବା ବେଳେ ପିତା ବିମ୍ବାଧର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.