ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

କ୍ରିକେଟ ପୂର୍ବରୁ ଖେଳ ଥିଲା, କିନ୍ତୁ ଏବେ... ଶାହିଦ ଅଫରିଦ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୨/୬ :  ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଅଫରିଦ ଏବେ ଟି-୨୦ବିଶ୍ବକପ ୨୦୨୪ର ଆମ୍ବାସଡର ହେବା କରଣରୁ ଓ୍ବେଷ୍ଟଇଣ୍ଡିଜ ଏବଂ ୟୁଏସଏର ପଡ଼ିଆରେ ଦେଖାଯାଉଛନ୍ତି । ଏହା ମଧ୍ୟରେ ସେ ‘୧୮୦ ନଟ୍ ଆଉଡ’ ପୋର୍ଡ଼ କାଷ୍ଟରେ ସୀମିତ ଓଭର କ୍ରିକେଟ ଏବଂ ବିଶେଷ ରୂପରେ ଫ୍ରାଞ୍ଚାଇଜ କ୍ରିକେଟ ଉପରେ ଚର୍ଚ୍ଚା କରିଛନ୍ତି । ତାଙ୍କ କହିବା କଥା କି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ବିଶ୍ବ ସାରା ଫ୍ରାଞ୍ଚାଇଜ କ୍ରିକଟ ଲିଗ୍ସ ଚଳାଉଥିବା ଲୋକଙ୍କ ଆଖି ଖୋଲି ଦେଇଛି । ଅଫରିଦ ଏଠାରେ ବି କହିଛନ୍ତି କି କ୍ରିକେଟ ଏବେ ଖେଳ ନ ରହି ବ୍ୟବସାୟ ହୋଇଗଲାଣି । ଏହା ଏକ ଏଭଳି ବୟାନ କି ଯାହା କିଛି କ୍ରିକେଟ ପ୍ରେମୀଙ୍କୁ ଝଟକା ଦେଇପାରେ । 

ଶାହିଦ ଅଫରିଦ କହିଛନ୍ତି କି, ଦେଖନ୍ତୁ ଏବେ ପଇସା ଆସିଯାଇଛି , ଜିନିଷ ବଦଳିଛି । କ୍ରିକେଟ ପୂର୍ବରୁ ଏକ ଖେଳ ଥିଲା । କିନ୍ତୁ ଏବେ ଏକ ବ୍ୟବସାୟ ହୋଇଯାଇଛି । କମର୍ଶିଆଲ ବହୁତ ଅଧିକ ଅଟେ, ବିଶ୍ବର ସବୁ ସ୍ଥାନରେ ଲିଗ୍ସ ହେଉଛି । ଯେଉଁଭଳି ଭାବେ ସୀମିତ ଓଭରର କ୍ରିକେଟ ପଇସା ଅଛି, ସତ କହିବି ତ ଆଇପିଏଲ୍ ସାରା ବିଶ୍ବରେ ହେଉଥିବା ଲିଗ୍ସର ଆଖି ଖୋଲି ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.