ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବିଶ୍ୱ ଶୌଚାଳୟ ଦିବସ, ଏ ବର୍ଷର ଥିମ୍ ‘ସୁରକ୍ଷିତ ସ୍ୱଚ୍ଛତା ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ’

ନୂଆଦିଲ୍ଲୀ ୧୯/୧୧: ଶୌଚାଳୟ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ନଭେମ୍ବର ୧୯ ତାରିଖରେ  ପାଳନ କରାଯାଏ ବିଶ୍ୱ ଶୌଚାଳୟ ଦିବସ । ସ୍ୱଚ୍ଛତା ସବୁ ବର୍ଗର ବ୍ୟକ୍ତିର ମାନବିକ  ଅଧିକାର । ତଥାପି  ବିଶ୍ୱରେ କୋଟି କୋଟି ଲୋକ ଆଜି ବି ସ୍ୱଚ୍ଛ  ପରିବେଶ ପାଇବାରୁ  ବଞ୍ଚିତ । ସ୍ୱଚ୍ଛତା ବିନା ଦାରିଦ୍ର‌୍ୟରୁ ମୁକ୍ତି ମିଳିବା ଅସମ୍ଭବ । ତେଣୁ ବିଶ୍ୱର  ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ନିରାପଦ ଓ ସ୍ୱଚ୍ଛ ଶୌଚାଳୟ  ପହଞ୍ଚାଇବା ଏବଂ ଶୌଚାଳୟର ଗୁରୁତ୍ୱ ସମ୍ପର୍କରେ ସଚେତନ  କରିବା ଏହି ଦିବସର ଉଦ୍ଦେଶ୍ୟ । ସେଥିପାଇଁ ଚଳିତ ବର୍ଷ ଏହି  ଦିବସର ବିଷୟ ରହିଛି ‘ସୁରକ୍ଷିତ ସ୍ୱଚ୍ଛତା ପାଇଁ ପରିବର୍ତ୍ତନକୁ  ତ୍ୱରାନ୍ୱିତ କରିବା ।’

Copyright © 2022 - Summa Real Media Private Limited. All Rights Reserved.