ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ପ୍ରମେୟ ନ୍ୟୁଜ୍ ସେଭେନ୍‌ ପକ୍ଷରୁ 'ରଜ ସେଲ୍‌ଫି ୨୦୨୪' କଣ୍ଟେଷ୍ଟ, ସେଣ୍ଟ୍ରୋ ସେଲ୍‌ଫି ପଏଣ୍ଟରେ ସେଲ୍‌ଫି ନିଅନ୍ତୁ, ପଠାନ୍ତୁ...

ଭୁବନେଶ୍ୱର ୦୬/୦୬: ବନସ୍ତେ ଡାକିଲା ଗଜ, ବରଷକୁ ଥରେ ଆସିଛି ରଜ। ଏହି ରଜକୁ ସମସ୍ତେର ଅପେକ୍ଷା କରି ରହିଥାନ୍ତି। । କେତେ ସଜବାଜ ସହ ପିଠାପଣା ଆଉ ତା ସହ ନୂଆ ପିନ୍ଧିବାର ମଜା। ସମସ୍ତେ ଦେଖନ୍ତି କେଉଁଠି ଅଫର ରହିଛି। କେଉଁଠି ଭଳ କଲେକ୍ସନ ରହିଛି। ଆଉ କ'ଣ କ'ଣ ସବୁ ଭେରାଇଟ୍ ଡ୍ରେସ୍, ଚପଲ ବ୍ୟଗ୍ ଆସିଛି। ଗ୍ରାହକଙ୍କ ଏହି ଚାହିଦାକୁ ଆଖି ଆଗରେ ରଖତ ଭୁବନେଶ୍ବର ସେଣ୍ଟ୍ରୋରେ ରହିଛି ଭରପୁର ଅଫର ସହ  ଢ଼େରସାରା କଲେକ୍ସନ। ଏଥି ସହିତ ସେଣ୍ଟ୍ରୋ ନେଇ ଆସିଛି ୫୦ ପ୍ରତିଶତ ରିହାତି। ଏହା ସହ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ ପାଲିଟିଛି ପ୍ରମେୟ ନ୍ୟୁଜ୍ ସେଭେନ୍‌ର 'ରଜ ସେଲ୍‌ଫି ୨୦୨୪' କଣ୍ଟେଷ୍ଟ। ଯେଉଁ ଥିରେ ସେଲଫି ପଠାଇ ପୁରସ୍କାର ଜିତିବାର ସୁଯୋଗ ରହିଛି।

ଏହି ରଜରେ ସଜବାଜ ହୋଇ ଭୁବନେଶ୍ବରର ସହିଦନଗର ସେଣ୍ଟ୍ରୋ ଷ୍ଟୋରକୁ ଆସନ୍ତୁ। ସେଲ୍‌ଫି ପଏଣ୍ଟରେ ସେଲ୍‌ଫି ନିଅନ୍ତୁ ଏବଂ ଆମକୁ ୭୦୭୭୭୦୫୪୦୦ ନିଜର ନାମ , ଠିକଣା ଏବଂ ଫୋନ୍ ନମ୍ବର WhatsApp କରନ୍ତୁ। ଏହି କଣ୍ଟେଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

 

ନିୟମ ଓ ସର୍ତ୍ତାବଳୀ 

  • ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆସିଥିବା ସେଲ୍‌ଫି ଗୁଡ଼ିକୁ ବିଚାରକୁ ନିଆଯିବ
  • ପ୍ରତ୍ୟେକ ଦିନ ୩ ଜଣ ଭାଗ୍ୟଶଳୀ ବିଜେତାଙ୍କ ଫଟୋ ପ୍ରମେୟରେ ପ୍ରକାଶ ପାଇବ 
  • କାର୍ଯ୍ୟକ୍ରମ ଶେଷରେ ସମସ୍ତ ସେଲ୍‌ଫି ବିଜେତାଙ୍କଚ ସେଣ୍ଟୋ୍ର ତରଫରୁ ୧୦୦୦ ଟଙ୍କାର ସପିଙ୍ଗ ଭାଉଚର ପୁରସ୍କାର  ଦିଆଯିବ।
  • ବିଜେତାଙ୍କୁ ପୁରସ୍କାର ବିତରଣ ତାରିଖ  ପ୍ରମେୟ ରେ ସୂଚିତ କରାଯିବ
  • ଏଥିରେ ସୁମ୍ମା ରିଅଲ୍ ମିଡିଆର୍ ପ୍ରା.ଲି ଏବଂ ପୃଷ୍ଠପୋଷାକମାନଙ୍କର କୌଣସି କର୍ମକର୍ତ୍ତା ଭାଗ ନେଇପାରିବେ ନାହିଁ।
  •  ଏହି କାର୍ଯ୍ୟକ୍ରମ ସମ୍ପର୍କିତ ସମସ୍ତ ଚୂଡାନ୍ତ ନିଷ୍ପତ୍ତି ସୁମ୍ମା ରିଅଲ ମିଡିଆ ପ୍ରା.ଏି ପରଚାଳନା ମଣ୍ଡଳୀ ନେବେ।


 

 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.