ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସମାଜସେବୀ ଘନଶ୍ୟାମ ଅଧିକାରୀଙ୍କ ପରଲୋକ

ପାତ୍ରପୁର,୨୧।୭ : ଗଞ୍ଜାମ ଜିଲ୍ଲାର ପାତ୍ରପୁର ନିବାସୀ ତଥା ବୟୋବୃଦ୍ଧ ସମାଜସେବୀ ଘନଶ୍ୟାମ ଅଧିକାରୀ (୯୨)ଙ୍କ ଆଜି ପ୍ରତ୍ୟୁଷରେ ପରଲୋକ ହୋଇଯାଇଛି l ଆଜି ପାତ୍ରପୁରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି l ବଡ଼ ପୁଅ ବଦ୍ରିନାରାୟଣ ମୁଖାଗ୍ନି ଦେଇଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଚାରି ପୁଅ ବଦ୍ରି ନାରାୟଣ, ଗୋପକୃଷ୍ଣ, ରାମକୃଷ୍ଣ, କେଦାରନାଥ, ଝିଅ ବିଜୟଲକ୍ଷ୍ମୀ, ଚାରି ବୋହୂ, ନାତି ଶ୍ରୀକାନ୍ତ, ସତ୍ୟ, ରବିନ୍ଦ୍ର, ନାତୁଣୀ, ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ, ସବୁ ଉପସ୍ଥିତ ଥିଲେ l

ସରଳ, ଅମାୟିକ ଓ ନିଷ୍କପଟ ବ୍ୟକ୍ତି ଭାବେ ସେ ପାତ୍ରପୁର ଅଞ୍ଚଳରେ ବେଶ ପରିଚିତ ଥିଲେ l ତାଙ୍କ ବିୟୋଗରେ ପାତ୍ରପୁର ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.