ଭୋଗରାଇ,୧୦।୪ ; ଚନ୍ଦନେଶ୍ବର ଚଡ଼କ ଯାତ୍ରାରେ ପୋଖରୀରେ ବୁଡି ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ପଶ୍ଚିମବଙ୍ଗର ସୁମନ୍ତ ଜେନା । ଚନ୍ଦନେଶ୍ବର ଚଡ଼କ ଯାତ୍ରାରେ ପୋଖରୀରେ ବୁଡି ପଶ୍ଚିମବଙ୍ଗର ସୁମନ୍ତ ଜେନା ସଂଜ୍ଞାହୀନ ହୋଇ ପଡିଥିଲେ। ସଂଜ୍ଞାହୀନ ଅବସ୍ଥାର ପୋଖରୀରୁ ଉଦ୍ଧାର କରି ପ୍ରଥମେ ପ୍ରାଥମିକ ଚିକିତ୍ସା କରାଯାଇ ଥିଲା। ଗୁରତର ହେବାରୁ ତାଙ୍କୁ ପଡୋଶୀ ପଶ୍ଚିମବଙ୍ଗ ଦିଘା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ମୁର୍ସିଦାବାଦ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କୁ...