ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ୟେମେନରେ ଆମେରିକାର ଏୟାର ଷ୍ଟ୍ରାଇକ୍, ୩୮ ମୃତ

Published By : prameya | April 18, 2025 12:45 PM

ନୂଆଦିଲ୍ଲୀ,୧୮/୦୪: ୟେମେନରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ଆମେରିକା ହୁଥିଙ୍କ ଅଧିକୃତ ରାସ ଇସା ତୈଳ ବନ୍ଦର ଉପରେ ଏୟାର ଷ୍ଟ୍ରାଇକ ହୋଇଛି । ଏହି ଆକ୍ରମଣରେ ୩୮ ଜଣଙ୍କର  ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । 

ଏହା ମଧ୍ୟ ପଢନ୍ତୁ-  ବାରାଣସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୧୪ ଗିରଫ, ତଦନ୍ତ କରିବ ଏସ୍‌ଆଇଟି

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପାଇବା ପରେ, ଆମେରିକୀୟ ସେନା ୧୫ ତାରିଖରୁ ହୁଥି ବିଦ୍ରୋହୀଙ୍କ ଉପରେ ଦ୍ରୁତ ଆକ୍ରମଣ ଚଳାଇଛି । ରାସ୍ ଇସା ତୈଳ ବନ୍ଦର ଆମେରିକା ସେନା ଦ୍ୱାରା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ ଥିଲା ଏବଂ ଏଥିରେ ସର୍ବାଧିକ କ୍ଷତି ହୋଇଛି । ଏହି ଆକ୍ରମଣକୁ ନେଇ ଆମେରିକୀୟ ସେନା କହିଛି ଯେ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ହୁଥି ବିଦ୍ରୋହୀଙ୍କ ଇନ୍ଧନର ଉତ୍ସକୁ କାଟି ଦେବା। ଅନ୍ୟପଟେ ଆମେରିକାର କେନ୍ଦ୍ରୀୟ କମାଣ୍ଡ  ଏକ୍ସରେ ଏକ ପୋଷ୍ଟରେ ସେୟାର କରି କହିଛି, ଏହି ଆକ୍ରମଣଗୁଡ଼ିକର ଲକ୍ଷ୍ୟ ହୁଥିମାନଙ୍କ ଶକ୍ତିର ଆର୍ଥିକ ଉତ୍ସକୁ ହ୍ରାସ କରିବା ଥିଲା।  ଯେଉଁମାନେ ସେମାନଙ୍କ ଦେଶବାସୀଙ୍କୁ ଶୋଷଣ କରନ୍ତି ଏବଂ ଯନ୍ତ୍ରଣା ଦିଅନ୍ତି । ପ୍ରକାଶ ଥାଉକି,  ୨୦୨୩ ପରଠାରୁ, ହୁଥିମାନେ ଜଳପଥ ଦେଇ ଯାଉଥିବା ଜାହାଜ ଉପରେ ଡଜନ ଡଜନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି ।  



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.