ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା: ସୁରଜ ରେବନ୍ନାଙ୍କୁ ସର୍ତ୍ତମୂଳକ ଜାମିନ

ବେଙ୍ଗାଲୁରୁ,୨୩/୦୭: କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ସୋମବାର  ମୁଖ୍ୟ ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନାଙ୍କ ଭାଇ ତଥା ଜେଡିଏସ୍‌ ନେତା ସୁରଜ ରେବନ୍ନାଙ୍କୁ  ଜାମିନ ମିଳିଛି । ରାଜ୍ୟର ଜନପ୍ରତିନିଧି ଅଦାଲତ ସୋମବାର ସୁରଜଙ୍କୁ ସର୍ତ୍ତମୂଳକ  ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତସ୍ୱରୂପ ତାଙ୍କୁ ନିଜ ପାସ୍‌ପୋର୍ଟ ଦାଖଲ କରିବାକୁ  ହେବ ଏବଂ ନିର୍ଦ୍ଦେଶ ମିଳିବା କ୍ଷଣି ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ପଡ଼ିବ । ବିନା ଅନୁମତିରେ ରାଜ୍ୟ ବାହାରକୁ ସେ ଯାଇପାରିବେ ନାହିଁ ।  ଜଣେ ଦଳୀୟ ନେତାଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ତାଙ୍କୁ ଜୁନ୍‌  ୨୩ରେ ହାସନ ପୁଲିସ ଗିରଫ କରିଥିଲା । ଧାରା ୩୭୭ରେ ଜୁନ୍‌ ୨୨ରେ ତାଙ୍କ  ବିରୋଧରେ ହୋଲେନାରାସିପୁରା ଥାନାରେ ଏଫ୍‌ଆଇଆର୍‌ ହୋଇଥିଲା । ଜଣେ  ୨୭ ବର୍ଷୀୟ ପୁରୁଷ ଜେଡିଏସ୍‌ କର୍ମୀଙ୍କ ଦ୍ୱାରା ଏହି ଏଫ୍‌ଆଇଆର୍‌ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.