ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକକୁ ଏନକାଉଣ୍ଟର୍‌, ନାଁରେ ରହିଛି ୩୦ରୁ ଅଧିକ ମାମଲା

Published By : Prameya | April 6, 2025 7:48 AM

ଅନୁଗୋଳ ୦୬/୦୪: ଅନୁଗୁଳରେ ପୁଣି ଏକ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକକୁ ଏନକାଉଣ୍ଟର । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି। ତାକୁ ଅନୁଗୁଳ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। 

ରିପୋର୍ଟ ଅନୁଯାୟୀ, ଅପରାଧି କ୍ଷୀରୋଦ ନାୟକକୁ ଏନକାଉଣ୍ଟର କରିଛି ଅନୁଗୁଳ ପୋଲିସ। କୁକୁଡାଙ୍ଗ,ହନୁମାନ ବାଟୀକା ନିକଟରେ ହୋଇଛି ଏନକାଉଣ୍ଟର। ତାର ଡାହାଣ ଗୋଡରେ ଗୁଳି ବାଜିବାରୁ ତାକୁ ଅନୁଗୋଳ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କ୍ଷୀରୋଦ ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି । ତା ଘର ଛେଣ୍ଡିପଦା ବୋଲି ଜଣାପଡିଛି। ତେବେ ଖାଲି କ୍ଷୀରୋଦ ନୁହେଁ ଗତ ୨ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେରରେ ହୋଇଥିଲା ଏନକାଉଣ୍ଟର। କୁଖ୍ୟାତ ଅପରାଧି ସୁଶାନ୍ତ ନାୟକକୁ ହୋଇଥିଲା ଏନକାଉଣ୍ଟର। ତାର ବାମ ଗୋଡ଼ରେ ବାଜିଥିଲା ଗୁଳି। ୪ ଦିନ ଭିତରେ ଦୁଇ ଜଣଙ୍କୁ ଏନକାଉଣ୍ଟର କଲାଣି ଅନୁଗୁଳ ପୋଲିସ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.