ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଦିଲ୍ଲୀରୁ ହଲ୍‌ଦ୍ୱାନି ହିଂସା ମାଷ୍ଟରମାଇଣ୍ଡ ଅବ୍‌ଦୁଲ ମଲିକ ଗିରଫ

Published By : Prameya | February 12, 2024 11:04 AM

ହଲ୍‌ଦ୍ୱାନି(ଉତ୍ତରାଖଣ୍ଡ) ୧୨/୦୨: ହଲ୍‌ଦ୍ୱାନି  ହିଂସାର ମାଷ୍ଟରମାଇଣ୍ଡ ଅବ୍‌ଦୁଲ ମଲିକକୁ ଦିଲ୍ଲୀରୁ ଗିରଫ କରାଯାଇଛି । ଦିଲ୍ଲୀ ପୁଲିସ ସୂତ୍ରରୁ ଏହା  ଜଣାପଡ଼ିଛି । ଏହା ପୂର୍ବରୁ ହିଂସାକାଣ୍ଡ ସହ  ଜଡ଼ିତ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଦୁଇଜଣ ପୂର୍ବ ପାର୍ଷଦ ଏବଂ ସପା ନେତା ସାମିଲ । 

ରବିବାର ଚତୁର୍ଥ ଦିନରେ  ହିଂସା ପ୍ରଭାବିତ ଅଞ୍ଚଳକୁ ଛାଡ଼ି ବାକି ସହରରେ  ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଛି । ତେବେ ବନଭୂଲପୁରା ଅଞ୍ଚଳକୁ ଏବେ ବି ସିଲ୍‌ କରି  ରଖାଯାଇଛି । କର୍ଫ୍ୟୁ ଲାଗିଥିବା ଅଞ୍ଚଳରେ କ୍ଷୀର,  ପରିବା ଏବଂ ଔଷଧ ଯୋଗାଣ ଆରମ୍ଭ ହୋଇଛି ।  ପୁଲିସ ଉପଦ୍ରବକାରୀଙ୍କ ଗିରଫଦାରି ପାଇଁ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ ଚଳାଇଛି । ସ୍ଥାନୀୟ  ପ୍ରଶାସନ ଏହି ଅପରେସନ ଲାଗି ଅର୍ଦ୍ଧସାମରିକ  ବାହିନୀର ୪ ଅତିରିକ୍ତ କମ୍ପାନି ମାଗିଛି । ପ୍ରଶାସନ  ପର୍ଯ୍ୟାୟକ୍ରମେ ଏହି ଅଞ୍ଚଳରେ କର୍ଫ୍ୟୁକୁ କୋହଳ  କରିବା ଲାଗି ଯୋଜନା ବନାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.