ସୋର,୨୨/୨ : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ୍ । ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରଫାଷ୍ଟ ଟ୍ରେନଟି ଅଟକି ରହିଛି । ଇଞ୍ଜିନରୁ ମୋଟର ଓ ବ୍ୟାଟେରୀ ଖସିପଡ଼ିଲା ଦ୍ବାରା ଏଭଳି ହୋଇଛି ଆଲୋଚନା ହେଉଛି ।
ବର୍ତ୍ତମାନ ବାଲେଶ୍ବର ସବିରା ଷ୍ଟେସନରେ ଅଟକି ରହିଛି ଗାଡ଼ି । ଇଞ୍ଜିନରେ ତ୍ରୁଟି ଯୋଗୁଁ ଟ୍ରେନଟି ଅଟକି ରହିଛି ।