ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ମହାକୁମ୍ଭ ମେଳାରେ ତମନ୍ନା ଭାଟିଆ ଲଞ୍ଚ୍ କଲେ ‘ଓଡେଲା ୨’ର ଟିଜର

Published By : Gurupada Nath | February 22, 2025 7:06 PM

ନୂଆଦିଲ୍ଲୀ,୨୨/୨ :  ତମନ୍ନା ଭାଟିଆଙ୍କ ଲାଗି ୨୦୨୪ବହୁତ ଶାନଦାର ଥିଲା । ଏବେ ସେ ପୁଣି ଥରେ ବଡ଼ ପର୍ଦାରେ ଧମାଲ ମଚାଇବା ଲାଗି ପ୍ରସ୍ତୁତ ଜାରି ରଖିଛନ୍ତି । ତାଙ୍କ ଆଗାମୀ ବଡ଼ ଫିଲ୍ମ ‘ଓଡେଲା ୨’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ  ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖାଦେଇଛି । ଯେବେଠାରୁ ତମନ୍ନା ଏହି ପ୍ରୋଜେକ୍ଟର ଘୋଷଣା କରିଛନ୍ତି ସେବେଠାରୁ ପ୍ରଶଂସକ ଏହାର ଅପେକ୍ଷା କରିଥିଲେ ।

କିଛି ସମୟ ପୂର୍ବରୁ ସେ ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ । ଯେଉଁଥିରେ ତାଙ୍କର ନାଗା ସାଧୁ ଲୁକ୍ ଦେଖିବାକୁ ମିଳିଥିଲା । ଏହାସହ ସେ ଏହା ବି କହିଥିଲେ କି ଫିଲ୍ମର ଟିଜର ୨୨ଫେବୃଆରୀରେ ମହାକୁମ୍ଭ ମେଳାରେ ଲଞ୍ଚ୍ କରାଯିବ । ଆଜି ତମନ୍ନା ଏହି କଥାର ପ୍ରତିଶ୍ରୁତି ପୂରଣ କରି ମହାକୁମ୍ଭ ମେଳାରେ ‘ଓଡେଲା ୨’ର ଭବ୍ୟ ଟିଜର ରିଲିଜ କରିଥିଲେ ।

ଫିଲ୍ମର ଟିଜର ବହୁତ ଆକର୍ଷକ ଲାଗୁଛି । ତମନ୍ନାଙ୍କ ଲୁକ୍ ଏବଂ ତାଙ୍କର ଭୂମିକା ବହୁ ନୂଆ ଏବଂ ଦମଦାର୍ ଲାଗୁଛି । ଏହି ଥ୍ରୀଲର ଫିଲ୍ମ ଦର୍ଶକଙ୍କୁ ଏକ ରୋମାଞ୍ଚକ ଅନୁଭୂତି ଦେବ । ଯେଉଁଥିରେ ଭଲ ଏବଂ ଖରାପ ମଧ୍ୟରେ ଏକ ସଂଘର୍ଷ ଦେଖାଯାଇଛି । 

ଫିଲ୍ମରେ ତମନ୍ନା ଭଲର ପ୍ରତୀକ ଭାବେ ନଜର ଆସିବେ ଏବଂ ତାଙ୍କର ଏହି ଦମଦାର ଅବତାର ଦେଖିବା ଲାଗି ଫ୍ୟାନ୍ସ ବହୁ ଉତ୍ସୁକତା ଅଛନ୍ତି । ‘ଓଡେଲା ୨’ର ନିର୍ଦେଶନା ଅଶୋକ ତେଜା କରିଛନ୍ତି ଏବଂ ଏହାକୁ ସମ୍ପତ ନନ୍ଦୀ ଟିମ୍ ଓ୍ବାର୍କ୍ସ ପ୍ରଡ୍ୟୁସ କରିଛନ୍ତି । ‘ଓଡେଲା ୨’ ସହ ତମନ୍ନା ଆହୁରି ଏକ ଦମଦାର ଭୂମିକାରେ ନଜର ଆସିବାକୁ ଅଛନ୍ତି ଏବଂ ଫ୍ୟାନ୍ସ ଏହି ଫିଲ୍ମ ରିଲିଜ ହେବାକୁ ବହୁ ଉତ୍ସୁକତା ସହ ଅପେକ୍ଷା କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.