ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନିତେଶଙ୍କ ‘ରାମାୟଣ’ର ରାବଣ ଆରମ୍ଭ କଲେ ସୁଟିଂ , ୱାର୍ ସିକ୍ୱେନ୍ସରେ ରହିବେନି ରଣବୀର

Published By : Prameya | February 22, 2025 10:55 PM

ମୁମ୍ୱାଇ : ବଲିଉଡର ବିଗ୍‌ ବଜେଟ୍‌ ଫିଲ୍ମ ରାମାୟଣର ପ୍ରଶଂସକଙ୍କୁ ଖୁବ୍‌ ଅପେକ୍ଷା ରହିଛି। ରଣବୀର କପୁର ଫିଲ୍ମରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ। ରଣବୀର କପୁର ନିଜ ଚରିତ୍ରର ପାଖାପାଖି ପୂରା ସୁଟିଂ କରି ସାରିଛନ୍ତି। ଏବେ ସାଉଥ୍‌ର ଷ୍ଟାର୍‌ ୟଶ୍‌ ରାବଣର ଚରିତ୍ରର ସୁଟିଂ ଆରମ୍ଭ କରିଛନ୍ତି। ୟଶ ଦୁଇ ଦିନର କଷ୍ଟ୍ୟୁମ୍‌ ଟ୍ରାଏଲ ପରେ ନିଜ ପାର୍ଟର ସୁଟିଂ ଆରମ୍ଭ କରିଦେଇଛନ୍ତି। ଫିଲ୍ମର ୱାର୍‌ ସିକ୍ୱେନ୍ସରେ ସବୁଠୁ ଅଧିକ ଫୋକସ ରହିବ।

ଅଭିନେତା ୟଶ ଆରମ୍ଭ କରିଛନ୍ତି ରାମାୟଣର ସୁଟିଂ –

ମିଡ୍‌ ଡେ’ର ରିପୋର୍ଟ ମୁତାବିକ, ଡାଇରେକ୍ଟର ନିତେଶ ତିୱାରୀ ଏତ ସପ୍ତାହର ଲମ୍ୱା ସିଡ୍ୟୁଲ ପ୍ରସ୍ତୁତ କରିଛନ୍ତି। ଏହି ସିଡ୍ୟୁଲ୍‌ରେ ସବୁଠୁ ଅଧିକ ଫୋକସ ୱାର ସିକ୍ୱେନ୍ସ ଉପରେ କରାଯିବ। ଫିଲ୍ମ ସହ ଜଡ଼ିତ ସୂତ୍ର ମିଡ୍‌ ଡେ’ କୁ କହିଛନ୍ତି କି ଫିଲ୍ମର ୱାର ସିକ୍ୱେନ୍ସକୁ ଖୁବ୍‌ ଗ୍ରାଣ୍ଡ ସ୍କେଲ୍‌ରେ ସୁଟ୍‌ କରାଯିବ। ରାବଣକୁ ପରଦାରେ ପାୱାରଫୁଲ୍‌ ଦେଖାଇବା ପାଇଁ ଅଲଗା ପ୍ରକାରର କୋରିଓଗ୍ରାଫି କରାଯିବ। ଏହି ଗ୍ରୀନ୍‌ ପରଦାରେ ସୁଟ୍‌ କରିଯିବ ଓ ରିୟଲ ଲୋକେସନରେ ସୁଟ୍‌ କରାଯାଇ ଥିବା ଫୁଟେଜ ଗୁଡ଼ିକର କମ୍ୱିନେସନ ହେବ, ଯାହା ଉପରେ ହେଭି ଭିଏଫଏକ୍ସର ବ୍ୟବହାର କରାଯିବ। ଏହି ସିନ୍‌ରେ ରଣବୀରଙ୍କର ଚରିତ୍ର ଭଗବାନ ରାମଙ୍କର ଆବଶ୍ୟକ ହେବ ନାହିଁ। ଏହା ରାମ ଓ ରାବଣଙ୍କର ଫେସଅଫ୍‌ର ସିକ୍ୱେନ୍ସ ହେବ ନାହିଁ। ରଣବୀରଙ୍କ ବ୍ୟତୀତ ସିନ୍‌ ପାଇଁ ଜରୁରୀ ଅନ୍ୟ ଆକ୍ଟରମାନେ ଏହି ସିଡ୍ୟୁଲ୍‌ରେ ଜଏନ କରିବେ। 

ରିପୋର୍ଟ୍ସ ଅନୁସାରେ, ‘ରାମାୟଣ’ର ପ୍ରଥମ ପାର୍ଟ ଅପ୍ରେଲର ଶେଷ ସୁଦ୍ଧା ପୂରା ହୋଇଯିବ। ଫିଲ୍ମର ପ୍ରଥମ ପାର୍ଟ ଆସନ୍ତା ବର୍ଷ ଦୀପାବଳି ଅବସରରେ ରିଲିଜ ହୋଇପାରେ। ସେପଟେ ଫିଲ୍ମର ଦ୍ୱିତୀୟ ପାର୍ଟ ୨୦୨୭ ଦୀପାବଳି ଅବସରରେ ରିଲିଜ ହୋଇ ପାରେ। 

କହି ରଖୁଛୁ କି, ରାମାୟଣରେ ରଣବୀର କପୁର ରାମର ଚରିତ୍ରରେ ନଜର ଆସିବେ, ୟଶ ରାବଣର ଭୂମିକାରେ ଦେଖା ଦେବେ। ସୀତାଙ୍କ ରୋଲ୍‌ରେ ସାଇ ପଲ୍ଲବୀ ନଜର ଆସିବେ। ଏହି ଫିଲ୍ମରେ ଟିଭି ଆକ୍ଟର ରବି ଦୁବେ ଲକ୍ଷ୍ମଣର ଚରିତ୍ର କରିବେ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.