ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ

ଚୌଦ୍ୱାର,୧୪/୧୦: ଚୌଦ୍ଵାର ପୋଲିସର ବଡ଼ ସଫଳତା । ଚୌଦ୍ଵାରର ବିଭିନ୍ନ ବଜାରରେ ସିରିଜ୍ ଚୋରି ଘଟଣାରେ ଆତଙ୍କ ମଚାଇଥିବା ଗ୍ୟାଙ୍ଗରୁ ତିନ ଚୋରଙ୍କୁ ଧରିଲା ପୋଲିସ । ଗିରଫ ହୋଇଥିବା ଚୋରମାନେ ଚୌଦ୍ଵାର ଓଟିଏମ୍ ମୁଣ୍ଡା ସାହି ବସ୍ତିର ସୌମ୍ୟ ରଞ୍ଜନ ବଦ୍ରା, ଓମ୍ ମହନ୍ତ ଓ ଓମ୍ ବେହେରା ବୋଲି ଜଣାପଡ଼ିଛି ।  ଘଟଣାସ୍ଥଳରୁ ଅନ୍ୟ ଚୋରମାନେ ଫେରାର ହୋଇଛନ୍ତି । କଟକ ଜିଲ୍ଲା ଚୌଦ୍ୱାର ବ୍ଲକ୍‌ରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ,  ଚୌଦ୍ଵାରର ବିଭିନ୍ନ ବଜାରରେ ଏକ ଦଳ ମିଶି ଅନେକ ଗୁଡ଼ିଏ ଚୋରି କରି ଆତଙ୍କ ମଚାଇଥିଲେ । ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଘଟଣାରେ ପଦକ୍ଷେପ ନେଇ ଆଇଆଇସି ବିଶ୍ବରଂଜନ ସାହୁଙ୍କ ନେତୃତ୍ତ୍ୱରେ ଏକ ଟିମ୍ ଦୁଇ ରାତି ଧରି ରାତ୍ରିରେ ସମସ୍ତ ବଜାର ଉପରେ ନଜର ରଖିଥିଲା । ତେବେ ରବିବାର ତିନି ଚୋରଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଚୋରମାନେ ଫେରାର ହୋଇଛନ୍ତି । ଫେରାର ଥିବା ଚୋରଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚୌଦ୍ଵାର ଥାନା ଅଧିକାରୀ ବିଶ୍ଵ ରଞ୍ଜନ ସାହୁ । ଗିରଫ ହୋଇଥିବା ଚରଙ୍କ ନାଁରେ ପୂର୍ବରୁ ଅନ୍ୟ ଥାନାରେ ମାମଲା ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.