କଟକ, ୨୦/୧୨ : ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ । ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜାନୁଆରୀ ମଧ୍ୟ ଭାଗ ଯାଏଁ ଏ ନେଇ ଯାଞ୍ଚ ଜାରି ରହିବ । ଏହାକୁ ରୋକିବା ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନେବ ଅବକାରୀ ବିଭାଗ । ଅବକାରୀ ବିଭାଗର କମିଶନର ନରସିଂହ ଭୋଳ ଏହି ସୂଚନା ଦେଇଛନ୍ତି ।
ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ଝଟକା,...