ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ରୋହିତ ଶର୍ମାଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ଅଧିନାୟକ ? ଆସିଲା ଶିଖର ଧଓ୍ବନଙ୍କ ଭବିଷ୍ୟବାଣୀ

Published By : Prameya | February 25, 2025 4:35 PM

ନୂଆଦିଲ୍ଲୀ, ୨୫/୨ :   ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଚାରି ଇଭେଣ୍ଟ ଆମ୍ବାସଡରଙ୍କ ମଧ୍ୟରୁ ଜଣେ ଶିଖର ଧଓ୍ବନ ଶୁଭମନ ଗିଲଙ୍କୁ ନେଇ ଦେଲେ ବଡ଼ ବୟାନ । ୩୯ବର୍ଷୀୟ ପୂର୍ବତନ କ୍ରିକେଟରଙ୍କ କହିବା ଅନୁସାରେ ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲ୍ ଭାରତୀୟ କ୍ରିକେଟ ଟିମର ଆଗାମୀ ଅଧିନାୟକ ହେବେ । ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପରେ ଭାରତୀୟ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ସେ କହିଥିଲେ କି, ନିଶ୍ଚିତ ରୂପରେ ସେ ଅଧିନାୟକ ହେବେ । ସେ ଏବେ ଉପ- ଅଧିନାୟକ ଅଛନ୍ତି।   କିନ୍ତୁ ଏହା ସ୍ପଷ୍ଟ ଅଟେ କି ଏଭଳି ଏକ ଦିନ ଆସିବ ସେ ଭାରତର ଅଧିନାୟକ ହେବେ । 

ଶୁଭମନ ଗିଲ୍ ଏବେ ଜବରଦସ୍ତ ଲୟରେ ଚାଲୁଛନ୍ତି । ଇଂଲଣ୍ଡ ବିପକ୍ଷ ୩ମ୍ୟାଚର ଓ୍ବାନଡେ ମ୍ୟାଚରେ ଧୁଆଁଧାର୍ ପାଳି ଖେଳୁଥିବା ଗିଲଙ୍କ ବ୍ୟାଟ୍ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବି ଖୁବ୍ ଚାଲୁଛି । ବାଂଲାଦେଶ ବିପକ୍ଷରେ ଶତକ ଲଗାଇଥିବା ଗିଲ୍ ପାକିସ୍ତାନ ବିପକ୍ଷରେ ବି ବହୁତ ଭଲ ବ୍ୟାଟିଂ କରିବାରେ ସଫଳ ରହିଛନ୍ତି । କିନ୍ତୁ ସେ ପ୍ରାୟ ୪ରନରେ ତାଙ୍କ ଅର୍ଦ୍ଧଶତକ କରିବାରେ ଅଟକିଗଲେ ।

ଧଓ୍ବନ ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ସେହି ନିଷ୍ପତ୍ତିକୁ ବି ପ୍ରଶଂସା କରିଛନ୍ତି । ଯେଉଁଥିରେ ଏହି ନିର୍ଣ୍ଣୟ ନିଆଯାଇଛି କି ଏବେ ସବୁ ଖେଳାଳୀଙ୍କ ଘରୋଇ କ୍ରିକେଟରେ ସୁନିଶ୍ଚିତ ରୂପରେ ଖେଳିବାକୁ ହେବ, ଯଦି ସେ ଆହତ ନାହାନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.