ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୭୨ବର୍ଷ ପରେ ଦୁର୍ଲଭ ଯୋଗ: ଏଥର ଶ୍ରାବଣ ମାସ ସୋମବାରରୁ ଆରମ୍ଭ, ସୋମବାର ଶେଷ

ଭୁବନେଶ୍ୱର ୨୨/୦୭: ଇଂରାଜୀ ମାସ ଜୁଲାଇ ୨୨ ତାରିଖରୁ ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ଆରମ୍ଭ ହୋଇଯିବ। ଶିବଙ୍କ ଦିବସ ଭାବେ ଗଣ୍ୟ ହେଉଥିବା ସୋମବାରରୁ ହିଁ ଶ୍ରାବଣ ମାସ ଆରମ୍ଭ  ହୋଇ ସେହି ସୋମବାର ଅଗଷ୍ଟ ୧୯ ତାରିଖରେ ଶେଷ ହେବ ବୋଲି ଜଣାଯାଏ । ଏଥର ୨୯ଦିନିଆ ଶ୍ରାବଣ ମାସରେ ୫ଟି ସୋମବାର ରହିଛି । 

ଏଥର ଶ୍ରାବଣ ମାସଟି ଗ୍ରହନକ୍ଷତ୍ର ଯୋଗାଯୋଗ ଦୃଷ୍ଟିରୁ ବିଶେଷ ବୋଲି ଜ୍ୟୋତିର୍ବିଦଙ୍କର ମତ । ଶ୍ରାବଣରେ ସର୍ବାର୍ଥ ସିଦ୍ଧି ଯୋଗ,ପ୍ରୀତି ଯୋଗ,ଆୟୁଷ୍ମାନ ଯୋଗ ସହ ଚନ୍ଦ୍ର ଏବଂ ମଙ୍ଗଳ  ଯୁକ୍ତ ନବପଞ୍ଚମ ଯୋଗ ତଥା ଶଶ ଯୋଗ ପଡ଼ିବାକୁ  ଯାଉଛି । ଏହି ଦୁର୍ଲଭ ଯୋଗ ଦୀର୍ଘ ୭୨ବର୍ଷ ପରେ ପଡିବ ବୋଲି ଜଣାପଡିଛି । ଏହି ମାସରେ ଶିବଙ୍କ ଜଳାଭିଷେକ କରିବା ସହିତ ଦ୍ୱାଦଶ  ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ମହାପୁଣ୍ୟଦାୟୀ ଅଟେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.