ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ହରିଆଣାର ପରାଜୟ ପରେ ନେତାଙ୍କୁ ଆଲର୍ଟ କଲେ ରାହୁଲ ଗାନ୍ଧୀ, କହିଲେ ...

Published By : Prameya | October 15, 2024 4:19 PM

ନୂଆଦିଲ୍ଲୀ : ହରିଆଣାରେ ବିଜୟକୁ ସାମ୍ନାରେ ଦେଖୁ ଥିବା କଂଗ୍ରେସକୁ ଶେଷରେ ହାରିବାକୁ ହିଁ ଆପଣାଇବାକୁ ପଡ଼ିଲା। ଏହି ପରାଜୟକୁ ଏବେସୁଦ୍ଧା କଂଗ୍ରେସ ହଜମ କରି ପାରି ନାହିଁ। ଏହି ଫଳାଫଳର ଏକ କାରଣ ଓଭର କନ୍ଫିଡେନ୍ସ ମଧ୍ୟ କୁହାଯାଉଛି। ଏହି କାରଣ କି ପାର୍ଟି ଏବେ ମହାରାଷ୍ଟ୍ରରେ ପ୍ରତି ପଦକ୍ଷେପକୁ ସତର୍କତାର ସହ ନେବାକୁ ଚାହିଁଛି। ସୋମବାର ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ସହ ହୋଇଥିବା ମିଟିଂରେ ରାହୁଲ ଗାନ୍ଧୀ ଆଲର୍ଟ ମଧ୍ୟ କରିଛନ୍ତି ଯେ ଆପଣମାନଙ୍କୁ ଓଭର କନଫିଡେନ୍ସରୁ ରକ୍ଷା ପାଇବାକୁ ହେବ। ସେ କହିଛନ୍ତି କି, ଆପଣମାନେ ସମସ୍ତେ ଏକାଠି ହୋଇ କାମ କରନ୍ତୁ ଏବଂ କୌଣସି ବି ପ୍ରକାରର ଅତି ଆତ୍ମବିଶ୍ୱାସରୁ ନିବୃତ୍ତ ରୁହନ୍ତୁ । ନିର୍ବାଚନ ଆୟୋଗ ଆଜି ହିଁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଘୋଷଣା କରିଛନ୍ତି। ନଭେମ୍ୱର ୨୦ରେ ହେବ ଏଠାରେ ବିଧାନସଭା ନିର୍ବାଚନ ଏବଂ ନଭେମ୍ୱର ୨୩ରେ ହେବ ଭୋଟ୍‌ ଗଣତି। 

ଏହାସହ ହିଁ ଝାଡ଼ଖଣ୍ଡର ବିଧାନସଭା ନିର୍ବାଚନର ସିଡ୍ୟୁଲ୍‌ ଜାରି କରା ଯାଇଛି। ଲୋକସଭା ନିର୍ବାଚନରେ ବିଜେପିକୁ ନିଜର ଦମ୍‌ରେ ବହୁମତରେ ରୋକିବାକୁ କଂଗ୍ରେସର ଆଶା ରହିଥିଲା  ଯେ, ସେ ହରିଆଣା ଓ ଜମ୍ମୁ-କାଶ୍ମୀରରେ ଭଲ ଫଳ ଆଣିବେ। ବିଶେଷକରି ହରିଆଣାରେ ତ ପାର୍ଟିକୁ ନିଜର ଦମ୍‌ରେ କ୍ଷମତାର ଆଶା ଥିଲା , କିନ୍ତୁ ଫଳାଫଳ ଆଶ୍ଚର୍ଯ୍ୟ କରିଦେଲା। ବିଜେପି ଲଗାତାର ୩ୟ ଥର ହରିଆଣାରେ ଜିତିଲା। ଏବେ ବିଜେପିକୁ ମହାରାଷ୍ଟ୍ରରେ ବିଜୟର ଭରସା ହୋଇ ଯାଇଛି , ଯାହାକି କଂଗ୍ରେସ ସେଠାରେ ଏବେ ସାବଧାନତାର ସହ ଚାଲିବାକୁ ଚାହୁଁଛି। ଏବେସୁଦ୍ଧା କଂଗ୍ରେସ ମହାରାଷ୍ଟ୍ରକେ ଏହି ଭରସାରେ ରହିଛି କି ସେ ପ୍ରଥମ ନମ୍ୱରରେ ରହିବ।

କହି ରଖୁଛୁ କି ମହାରାଷ୍ଟ୍ରରେ ସିଟ୍‌ ସେୟାରିଂ ମଧ୍ୟ INDIA  ଆଲାୟନ୍ସ ପାଇଁ ଏକ ଚ୍ୟାଲେଞ୍ଜ। ଉଦ୍ଧବ ଠାକରେ ଦଳ ସବୁଠୁ ଅଧିକ ସିଟ୍‌ ଚାହୁଁଛି , ହେଲେ କଂଗ୍ରେସର କହିବାନୁସାରେ , ଲୋକସଭା ନିର୍ବାଚନର ପ୍ରଦର୍ଶନକୁ ଦେଖି ସେ ସବୁଠୁ ଅଧିକ ସିଟ୍‌ରେ ଲଢିବ। ହେଲେ ଏହି କଥା ଉପରେ ତିନି ଜଣଙ୍କ ମଧ୍ୟରେ ସହମତି ଦେଖାଯାଉଛି କି ସେମାନେ କୌଣସି ବି ସ୍ଥିତିରେ ଏକାଠି ହିଁ ନିର୍ବାଚନକୁ ଓହ୍ଲାଇବେ। 

କହି ରଖୁଛୁ କି , ମହାବିକାଶ ଅଘାଡୀକୁ ଲୋକସଭା ନିର୍ବାଚନରେ ଭଲ ସଫଳତା ମିଳିଥିଲା। ରାଜ୍ୟର ୪୮ରୁ ୩୧ଟି ସିଟ୍‌ରେ ଗଠବନ୍ଧନ ଜିତି ଥିଲା। ସେଠାରେ ବିଜେପିର ନେତୃତ୍ୱର ଏନଡିଏକୁ ପାଖାପାଖି ୧୭ଟିରେ ହିଁ ବିଜୟ ମିଳି ଥିଲା। ସେବେଠାରୁ ରାଜ୍ୟରେ  INDIA ଆଲାୟନ୍ସ  ଉତ୍ସାହିତ ଅଛି , କିନ୍ତୁ ହରିଆଣାର ଫଳାଫଳକୁ ରାହୁଲ ଗାନ୍ଧୀଙ୍କ ଠାରୁ ନେଇ ପୂରା ପାର୍ଟି କୁ ହିଁ ଆଲର୍ଟ କରି ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.