ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଉତ୍ତର ସାଗରରେ ଜାହାଜ ଧକ୍କା ଘଟଣା; ଦାୟିତ୍ବହୀନତା ଏବଂ ହତ୍ୟା ଉଦ୍ୟମ ସନ୍ଦେହରେ ଜଣେ ଗିରଫ…

Published By : Prameya | March 11, 2025 10:34 PM

ନୂଆଦିଲ୍ଲୀ: ଉତ୍ତର ସାଗରରେ ଜାହାଜ ଧକ୍କା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ ଏହି ଦୁର୍ଘଟଣା ପାଇଁ ଦାୟିତ୍ବହୀନତା ଏବଂ ହତ୍ୟା ସନ୍ଦେହରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପର୍ତ୍ତୁଗାଲ ମାଲବାହୀ ଜାହାଜ, ଯାହାକି ଏକ ତୈଳ ଜାହାଜ ସହ ଧକ୍କା ହୋଇଥିଲା, ଏଥିରେ ସୋଡିୟମ ସାଇନାଇଡ୍ କଣ୍ଟେନର ଥିବା ଦାବି ହେବା ରିପୋର୍ଟ ପରେ ଜାହାଜର ମାଲିକ କହିଛନ୍ତି ଯେ ଏଥିରେ କୌଣସି ସେଭଳି କଣ୍ଟେନର ନଥିଲା।    

ସୂଚନାଥାଉକି, ଗୋଟିଏ ଦିନ ପୂର୍ବରୁ ସୋଲୋଙ୍ଗ କଣ୍ଟେନର ଜାହାଜ ଜେଟ୍ ଇନ୍ଧନ ନେଇ ଯାଉଥିବା ଏକ ଆମେରିକା ସୈନ୍ୟ ଚାର୍ଟାଡ ଷ୍ଟେନା ଇମ୍ୟୁକୁଲେଟ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଯାହାକି ଇଂଲଣ୍ଡର ଉତ୍ତରପୂର୍ବ ଉପକୂଳରେ ନିଆଁ ଲାଗି ଯାଇଥିଲା ଏଥିରେ ଅତି କମ୍‌ରେ ୩୨ ଜଣ ଲୋକ ଆହତ ହୋଇଥିଲେ । ଏଥିସହ ମାଲବାହୀ ଜାହାଜର ଜଣେ କ୍ରୁ ସଦସ୍ୟ ନିଖୋଜ ରହିଛନ୍ତି । ଏନେଇ ଜର୍ମାନ ସିପିଂ କମ୍ପାନୀ ଅର୍ନେଷ୍ଟ ରସ୍ କହିଛନ୍ତି ଯେ, ଆମେ ନିଶ୍ଚିତ କରୁଛୁ ଯେ, ଜାହାଜରେ ସୋଡିୟମ ସାଇନାଇଡ୍‌ ଭରା କୌଣସି କଣ୍ଟେନର ରଥିଲା । 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.