ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ନନ୍ଦିଘୋଷର ଦକ୍ଷିଣ ମୋଡ଼, ନାକଚଣା ଦ୍ୱାର ତିନି ରଥ ଦଣ୍ଡାୟମାନ, ସୋମବାର ବାହୁଡିବେ ଦାରୁବ୍ରହ୍ମ

ପୁରୀ ୧୩/୦୭:  ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରରେ ବିଜେ ପରେ ଶ୍ରୀମନ୍ଦିରକୁ ବାହୁଡ଼ିବା ପାଇଁ ମହାପ୍ରଭୁଙ୍କ ମନ ବଳାଇଛି। ଶୁକ୍ରବାର ତାଳଧ୍ବଜ ଏବଂ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ରାତି ହୋଇଯିବା ସିଂହଦ୍ବାର ସମ୍ମୁଖ ଅଟକି ରହିଥିଲା ନନ୍ଦିଘୋଷ ରଥ।  ଶନିବାର ସକାଳୁ ମହାପ୍ରଭଙ୍କୁ ଜଗନ୍ନାଥ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ବର୍ତ୍ତମାନ ତିନି ରଥକୁ ନାକଚଣା ଦ୍ୱାର ଦଣ୍ଡାୟମାନ ହୋଇଛି। ୧୫ ତାରିଖ ଅର୍ଥାତ ସୋମବାର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ । ଶ୍ରୀବିଗ୍ରହ ଆଡ଼ପମଣ୍ଡପରୁ ପହଣ୍ଡିହୋଇ ଆସି ରଥାରୁଢ ହେବେ । ପରେ ଭକ୍ତ ଓ ସେବକଙ୍କ ଗହଣରେ ବଡ଼ଦେଉଳ ଅଭିମୁଖେ ଠାକୁରେ ଯାତ୍ରା କରିବେ ।

ସୂଚନା ମୁତାବିକ, ସକାଳୁ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା। ଘଣ୍ଟର ତାଳେ ତାଳେ ଘର ଘର ନାଦରେ ଗଡିଥିଲା ନନ୍ଦିଘୋଷ। ଶରଧାବାଳିରେ ଭକ୍ତ ଏବଂ ପୋଲିସ ବାହିନୀ ରଥକୁ ଟାଣିଥିଲେ। ଶରଧାବାଲି ଓ ବଡଶଙ୍ଖ ମଧ୍ୟବର୍ତ୍ତୀ ଅଞ୍ଚଳରେ ରଥକୁ ଆଗପଛ କରି ଟଣା ଯାଇଥିଲ ଦକ୍ଷିଣ ମୋଡ। କରାଇଥିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.