ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ରିଟାୟରମେଣ୍ଟରେ ମିଳିବ ୧ କୋଟିରୁ ମଧ୍ୟ ଅଧିକ ଟଙ୍କା, ଏହି ସରକାରୀ ସ୍କିମରେ ଲଗାନ୍ତୁ ପଇସା…

ନୂଆଦିଲ୍ଲୀ ୧୩/୯: ଧରନ୍ତୁ ଆପଣଙ୍କ ବୟସ ଏବେ ୩୦ ଏବଂ ଆପଣ ପ୍ରତି ମାସରେ ୫ ହଜାର ଟଙ୍କା ଏନପିଏସ୍ ଖାତାରେ ଜମା କରୁଛନ୍ତି । ତେବେ ଏହି ଭଳି ଆପଣଙ୍କ ବାର୍ଷିକ ନିବେଶ ୬୦ ହଜାର ଟଙ୍କା ହୋଇଯିବ । ଆଗାମୀ ୩୦ ବର୍ଷରେ ଆପଣ ସମୁଦାୟ ୧୮ ଲକ୍ଷ ଟଙ୍କାର ଫଣ୍ଡ୍ ପାଇପାରିବେ । ଆପଣଙ୍କୁ କହିରଖୁଛୁ ଏହିଭଳି ଲଗାତର ନିବେଶ କଲେ ମାଚ୍ୟୁରିଟିରେ ଆପଣଙ୍କୁ ସମୁଦାୟ ୧,୧୩,୯୬,୬୨୭ ଟଙ୍କା ମିଳିବ । ଏଥିରେ ସୁଧ ରାଶି ୯୫,୯୬,୬୨୭ ଟଙ୍କା ହେବ । ଏଥିରେ ଗ୍ରାହକଙ୍କୁ କମ୍ପାଉଣ୍ଡିଂ ସୁଧର ଫାଇଦା ମିଳିବ । 

 

NPS Scheme ରେ ରିଟାୟର ହେବା ସମୟରେ ଆପଣଙ୍କୁ ୨ ଅପ୍ସନ ମିଳିଥାଏ ଯେଉଁଥିରେ ପ୍ରଥମ ଅପ୍ସନ ଏହା କି ଆପଣ ସମସ୍ତ ପଇସାକୁ କୌଣସି ଏନ୍ୟୁଟି ପ୍ଲାନରେ ଲଗାଇ ସେଥିରେ ପେନସନ୍ ନେଇପାରିବେ । ଦ୍ୱିତୀୟ ଅପ୍ସନ ଏହା କି ୬୦ ପ୍ରତିଶତ ରାଶି ଉଠାଇବେ ଏବଂ ବଳକା ୪୦ ପ୍ରତିଶତରୁ ଏନ୍ୟୁଟି ପ୍ଲାନ୍ କରିପାରିବେ । ରିଟାୟରମେଣ୍ଟରେ ଏନପିଏସର ଅତିକମରେ ୪୦ ପ୍ରତିଶତ ଭାଗ ଏନ୍ୟୁଟି ପ୍ଲାନରେ ଲଗାଇବାକୁ ହୋଇଥାଏ । 

ପରିବା ଦାମ୍ ହ୍ରାସର ପ୍ରଭାବ, ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫିତୀ ହ୍ରାସ ପାଇ ୬.୮୩%ରେ ପହଞ୍ଚିଲା

 

କହିରଖୁଛୁ ଗ୍ରାହକ ୧,୧୩,୯୬,୬୨୭ ଟଙ୍କାର ୪୦ ପ୍ରତିଶତ ଅର୍ଥାତ୍ ୪୫,୫୮,୬୫୦ ଟଙ୍କା ଏନ୍ୟୁଟିରେ ନିଷ୍ପତ୍ତି ନିଅନ୍ତି ତେବେ ଆପଣଙ୍କୁ ପେନସନ୍ କିଛି କମ୍ ମିଳିବ । ଧରନ୍ତୁ ଆପଣଙ୍କୁ ଏଥିରେ ପ୍ରାୟ ୭-୮ ପ୍ରତିଶତ ବାର୍ଷିକ ସୁଧ ମିଳିବ । ଆପଣଙ୍କୁ କହିରଖୁଛୁ ଆପଣଙ୍କ ପେନସନ୍ ହେବ ପ୍ରାୟ ୩,୧୯,୧୦୫-୩୬୪,୬୯୨ ଟଙ୍କା ବାର୍ଷିକ ଅର୍ଥାତ୍ ୨୬,୫୯୨-୩୦,୩୯୧ ଟଙ୍କା ମାସିକ ପେନସନର ଫାଇଦା ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.