ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ରିଟାୟରମେଣ୍ଟରେ ମିଳିବ ୧ କୋଟିରୁ ମଧ୍ୟ ଅଧିକ ଟଙ୍କା, ଏହି ସରକାରୀ ସ୍କିମରେ ଲଗାନ୍ତୁ ପଇସା…

ନୂଆଦିଲ୍ଲୀ ୧୩/୯: ଧରନ୍ତୁ ଆପଣଙ୍କ ବୟସ ଏବେ ୩୦ ଏବଂ ଆପଣ ପ୍ରତି ମାସରେ ୫ ହଜାର ଟଙ୍କା ଏନପିଏସ୍ ଖାତାରେ ଜମା କରୁଛନ୍ତି । ତେବେ ଏହି ଭଳି ଆପଣଙ୍କ ବାର୍ଷିକ ନିବେଶ ୬୦ ହଜାର ଟଙ୍କା ହୋଇଯିବ । ଆଗାମୀ ୩୦ ବର୍ଷରେ ଆପଣ ସମୁଦାୟ ୧୮ ଲକ୍ଷ ଟଙ୍କାର ଫଣ୍ଡ୍ ପାଇପାରିବେ । ଆପଣଙ୍କୁ କହିରଖୁଛୁ ଏହିଭଳି ଲଗାତର ନିବେଶ କଲେ ମାଚ୍ୟୁରିଟିରେ ଆପଣଙ୍କୁ ସମୁଦାୟ ୧,୧୩,୯୬,୬୨୭ ଟଙ୍କା ମିଳିବ । ଏଥିରେ ସୁଧ ରାଶି ୯୫,୯୬,୬୨୭ ଟଙ୍କା ହେବ । ଏଥିରେ ଗ୍ରାହକଙ୍କୁ କମ୍ପାଉଣ୍ଡିଂ ସୁଧର ଫାଇଦା ମିଳିବ । 

 

NPS Scheme ରେ ରିଟାୟର ହେବା ସମୟରେ ଆପଣଙ୍କୁ ୨ ଅପ୍ସନ ମିଳିଥାଏ ଯେଉଁଥିରେ ପ୍ରଥମ ଅପ୍ସନ ଏହା କି ଆପଣ ସମସ୍ତ ପଇସାକୁ କୌଣସି ଏନ୍ୟୁଟି ପ୍ଲାନରେ ଲଗାଇ ସେଥିରେ ପେନସନ୍ ନେଇପାରିବେ । ଦ୍ୱିତୀୟ ଅପ୍ସନ ଏହା କି ୬୦ ପ୍ରତିଶତ ରାଶି ଉଠାଇବେ ଏବଂ ବଳକା ୪୦ ପ୍ରତିଶତରୁ ଏନ୍ୟୁଟି ପ୍ଲାନ୍ କରିପାରିବେ । ରିଟାୟରମେଣ୍ଟରେ ଏନପିଏସର ଅତିକମରେ ୪୦ ପ୍ରତିଶତ ଭାଗ ଏନ୍ୟୁଟି ପ୍ଲାନରେ ଲଗାଇବାକୁ ହୋଇଥାଏ । 

ପରିବା ଦାମ୍ ହ୍ରାସର ପ୍ରଭାବ, ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫିତୀ ହ୍ରାସ ପାଇ ୬.୮୩%ରେ ପହଞ୍ଚିଲା

 

କହିରଖୁଛୁ ଗ୍ରାହକ ୧,୧୩,୯୬,୬୨୭ ଟଙ୍କାର ୪୦ ପ୍ରତିଶତ ଅର୍ଥାତ୍ ୪୫,୫୮,୬୫୦ ଟଙ୍କା ଏନ୍ୟୁଟିରେ ନିଷ୍ପତ୍ତି ନିଅନ୍ତି ତେବେ ଆପଣଙ୍କୁ ପେନସନ୍ କିଛି କମ୍ ମିଳିବ । ଧରନ୍ତୁ ଆପଣଙ୍କୁ ଏଥିରେ ପ୍ରାୟ ୭-୮ ପ୍ରତିଶତ ବାର୍ଷିକ ସୁଧ ମିଳିବ । ଆପଣଙ୍କୁ କହିରଖୁଛୁ ଆପଣଙ୍କ ପେନସନ୍ ହେବ ପ୍ରାୟ ୩,୧୯,୧୦୫-୩୬୪,୬୯୨ ଟଙ୍କା ବାର୍ଷିକ ଅର୍ଥାତ୍ ୨୬,୫୯୨-୩୦,୩୯୧ ଟଙ୍କା ମାସିକ ପେନସନର ଫାଇଦା ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.