ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ଆଜି ବେଙ୍ଗାଲୁରୁ ପହଞ୍ଚିବ ମହିଳା ବିଶ୍ୱକପ୍‌ ଟ୍ରଫି, କେଆଇଓସି ସେଣ୍ଟରରେ ହେବ ପ୍ରଦର୍ଶିତ

ନୂଆଦିଲ୍ଲୀ,୦୬/୦୯: ଆଗାମୀ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଅନୁଯାୟୀ ଶୁକ୍ରବାର ବେଙ୍ଗାଲୁରୁରେ ଟ୍ରଫି ପହଞ୍ଚିବ । କର୍ଣ୍ଣାଟକ ଇନ୍‌ଷ୍ଟିଚ୍ୟୁଟ ଅଫ୍‌  କ୍ରିକେଟ୍‌ (କେଆଇଓସି) ସେଣ୍ଟରରେ ଟ୍ରଫି ପ୍ରଦର୍ଶିତ ହେବ । କେଆଇଓସି ହେଉଛି ଯୁବା ମହିଳା କ୍ରିକେଟରଙ୍କ ପ୍ରଶିକ୍ଷଣ କେନ୍ଦ୍ର ।  ପ୍ରଶଂସକମାନେ ଆସନ୍ତା ୭ ଓ ୮ ତାରିଖରେ ବେଙ୍ଗାଲୁରୁରର ନେକ୍ସସ ମଲ୍‌ରେ ଟ୍ରଫି ଦେଖିପାରିବେ । ଏହାପରେ ଆସନ୍ତା ୧୦ ତାରିଖରେ ବିଶ୍ୱକପ୍‌ ଟ୍ରଫି ମୁମ୍ବାଇ ଯାତ୍ରା କରିବ । ମାଲାଡ  ସ୍ଥିତ ଇନ୍‌ଫିନିଟି ମଲ୍‌ ଠାରେ ଆସନ୍ତା ୧୪ ଓ ୧୫ ତାରିଖରେ  ଟ୍ରଫି ପ୍ରଦର୍ଶିତ ହେବ । ଭାରତରେ କାର୍ଯ୍ୟକ୍ରମ ଶେଷ ହେବା  ପରେ ବିଶ୍ୱକପ୍‌ ଟ୍ରଫି ଶ୍ରୀଲଙ୍କା ଓ ବାଂଲାଦେଶ ଯାତ୍ରା କରିବ।  ଏହାପରେ ୟୁଏଇରେ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଶେଷ ହେବ। ଆଗାମୀ ଅକ୍ଟୋବର ୩ ତାରିଖରୁ ବିଶ୍ୱକପ୍‌ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.