ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆଜି ବେଙ୍ଗାଲୁରୁ ପହଞ୍ଚିବ ମହିଳା ବିଶ୍ୱକପ୍‌ ଟ୍ରଫି, କେଆଇଓସି ସେଣ୍ଟରରେ ହେବ ପ୍ରଦର୍ଶିତ

ନୂଆଦିଲ୍ଲୀ,୦୬/୦୯: ଆଗାମୀ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଅନୁଯାୟୀ ଶୁକ୍ରବାର ବେଙ୍ଗାଲୁରୁରେ ଟ୍ରଫି ପହଞ୍ଚିବ । କର୍ଣ୍ଣାଟକ ଇନ୍‌ଷ୍ଟିଚ୍ୟୁଟ ଅଫ୍‌  କ୍ରିକେଟ୍‌ (କେଆଇଓସି) ସେଣ୍ଟରରେ ଟ୍ରଫି ପ୍ରଦର୍ଶିତ ହେବ । କେଆଇଓସି ହେଉଛି ଯୁବା ମହିଳା କ୍ରିକେଟରଙ୍କ ପ୍ରଶିକ୍ଷଣ କେନ୍ଦ୍ର ।  ପ୍ରଶଂସକମାନେ ଆସନ୍ତା ୭ ଓ ୮ ତାରିଖରେ ବେଙ୍ଗାଲୁରୁରର ନେକ୍ସସ ମଲ୍‌ରେ ଟ୍ରଫି ଦେଖିପାରିବେ । ଏହାପରେ ଆସନ୍ତା ୧୦ ତାରିଖରେ ବିଶ୍ୱକପ୍‌ ଟ୍ରଫି ମୁମ୍ବାଇ ଯାତ୍ରା କରିବ । ମାଲାଡ  ସ୍ଥିତ ଇନ୍‌ଫିନିଟି ମଲ୍‌ ଠାରେ ଆସନ୍ତା ୧୪ ଓ ୧୫ ତାରିଖରେ  ଟ୍ରଫି ପ୍ରଦର୍ଶିତ ହେବ । ଭାରତରେ କାର୍ଯ୍ୟକ୍ରମ ଶେଷ ହେବା  ପରେ ବିଶ୍ୱକପ୍‌ ଟ୍ରଫି ଶ୍ରୀଲଙ୍କା ଓ ବାଂଲାଦେଶ ଯାତ୍ରା କରିବ।  ଏହାପରେ ୟୁଏଇରେ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଶେଷ ହେବ। ଆଗାମୀ ଅକ୍ଟୋବର ୩ ତାରିଖରୁ ବିଶ୍ୱକପ୍‌ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.