ମାଲକାନଗିରି, ୯।୬: କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଥିବା ସୂଚନା । ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜଳିଯାଇଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲା ଏମଭି ୩ଠାରେ ଏକ କେନ୍ଦୁପତ୍ର ଗୋଦାମରେ ଶନିବାର ରାତିରୁ ନିଆଁ ଲାଗିଛି । ନିଆଁକୁ ଆୟୋଜିତ ହେବା ଲାଗି ଦମକଳ ବାହିନୀ ନିୟୋଜିତ ହୋଇଥିବା ସୂଚନା । କିନ୍ତୁ, ନିଆଁ ଲାଗିଥିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।