ଭଦ୍ରକ,୨୦/୬ : କମନ୍ ସର୍ଭିସ ସେଣ୍ଟର(csc)କର୍ମଚାରୀଙ୍କୁ ଗୁଳି ମାରି ଲୁଟ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ସାବରଙ୍ଗ ବଜାରରେ ଘଟିଛି ଏହି ଗୁଳିକାଣ୍ଡ । ଦୁଇଟି ବାଇକରେ ୬ଜଣ ଲୁଟେରା ଆସିଥିଲେ । ପରେ ଦୁଇ ରାଉଣ୍ଡ ବ୍ଲାଙ୍କ ଫାଇରିଂ କରି ଲୁଟିଥିଲେ । Cscକର୍ମଚାରୀଙ୍କ ନିକଟରୁ ଲକ୍ଷାଧିକ ଟଙ୍କା, ଲାପଟପ ଓ ଗାଡ଼ି ଚାବି ନେଇ ଫେରାର ହୋଇଯାଇଛନ୍ତି ଲୁଟେରା ।
ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ…ହରିୟାଣା ନିର୍ବାଚନ ପ୍...