ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

ଭୋଗ୍‌ ଇଣ୍ଡିଆର କଭର୍ ପେଜରେ ଡିମ୍ପଲ୍ କପାଡିଆ, ୬୭ ବର୍ଷ ବୟସରେ ପ୍ରମାଣ କଲେ ବୟସ ମାତ୍ର ସଂଖ୍ୟା

ମୁମ୍ବାଇ ୩୦/୧୦: ଡିମ୍ପଲ୍ କପାଡିଆ ଭୋଗ ଇଣ୍ଡିଆର ନଭେମ୍ବର-ଡିସେମ୍ବର କଭର୍ ପେଜରେ ଛାଇ ଯାଇଛନ୍ତି। ଯାହା ଏହି ପ୍ରତିଷ୍ଠିତ ପତ୍ରିକା ପାଇଁ ତାଙ୍କର ପ୍ରଥମ କଭର ସୁଟ୍ ଭାବରେ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି।  ୬୭ ବର୍ଷ ବୟସରେ, ଭେଟେରାନ୍ ଅଭିନେତ୍ରୀ ନିଜର ଅବିସ୍ମରଣୀୟ ସୌନ୍ଦର୍ଯ୍ୟ ଏବଂ ଚମତ୍କାର ପ୍ରଦର୍ଶନରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଡିମ୍ପଲଙ୍କ କଭରକୁ ନେଇ ଇଣ୍ଟରନେଟରେ ଉତ୍ସାହ ଦେଖାଯାଇଛି। ଫ୍ୟାନ୍ସ ସେମାନଙ୍କ ଖୁସି ବ୍ୟକ୍ତ କରି ଲେଖିଛନ୍ତି, “ଶେଷରେ! ଭୋଗ ଇନଷ୍ଟାଗ୍ରାମରେ ସୁଟିଂରୁ କିଛି ରୋମାଞ୍ଚକର ଫଟୋ ସେୟାର କରିଛି ଏବଂ ଏହା ସ୍ପଷ୍ଟ ଯେ ଡିମ୍ପଲ୍ସ ପ୍ରତ୍ୟେକ ଫ୍ରେମରେ ଏକ ଝଲକ ମାତ୍ର।“ ଏହା ବ୍ୟତୀତ ଡିମ୍ପଲଙ୍କ ଝିଅ ଟ୍ୱିଙ୍କଲ ଖାନ୍ନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ସେୟାର କରି ମଜାଳିଆ ଅନ୍ଦାଜରେ କ୍ୟାପସନ ଲେଖିଛନ୍ତି, ସୁପର ମ୍ୟାରିଓ ଦ୍ରଦର୍ସ କହିବେ, 'ମାମା ମିଆ!'

ଅନ୍ୟପକ୍ଷେ ଡିମ୍ପଲଙ୍କ ଫଟୋକୁ ନେଇ ଇଣ୍ଡଷ୍ଟ୍ରିରେ ସକରାତ୍ମକ ପ୍ରତିକ୍ରିୟା ମିଳୁଛି। ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟ ନମ୍ରତା ସୋନି ମନ୍ତବ୍ୟ ଦେଇ ଲେଖିଛନ୍ତି, "ଶେଷରେ। ଆଇକନ୍"।  ଅଭିନେତ୍ରୀ ଦିଆ ମିର୍ଜା ଲେଖିଛନ୍ତି "ଆଇକନ୍"। ଏହା ବ୍ୟତୀତ ଜଣେ ଫ୍ୟାନ୍ସ ଲେଖିଛନ୍ତି , “ହେ ଭଗବାନ !!ସେ କିପରି କମାଲ୍‌ କରୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି “ପ୍ରକୃତ ମେଗା ବ୍ୟୁଟି ଆଣ୍ଡ୍‌ ଟ୍ୟାଲେଣ୍ଟ”। 

ତେବେ କଭରରେ, ଡିମ୍ପଲ୍ ନିଜ କେଶକୁ ଗ୍ଲାମରସ୍ ବ୍ଲୋଆଉଟ୍ ୱେଭ୍ସ ଷ୍ଟାଇଲ୍‌ କରିଛନ୍ତି । ସେ ଅଫ୍‌ ଦ ସୋଲ୍ଡର ନେଭି ବ୍ଲୁ ଆଉଟଫିଟ୍‌ ପିନ୍ଧିଥିଲେ, ଯାହା ସହ ଚମତ୍କାର ଷ୍ଟେଟମେଣ୍ଟ ନେକଲେସ୍‌ ପେୟାର କରିଛନ୍ତି। ସେ ସ୍ମୋକି ଆଏ, ମୋଟା ଲାଶ୍, କୋମଳ ବ୍ଲସ୍ ଟୋନ୍ ଲିପଷ୍ଟିକ୍‌ ମେକଅପ୍ରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.