ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଏଆଇ ବିପଦ ନୁହେଁ; ଯେତିକି ଚାକିରି ହରାଇବେ, ତା'ଠୁ ଅଧିକ ଚାକିରି ମିିଳିବ !

Image sorce: Internet

ନୂଆଦିଲ୍ଲୀ,୨୩/୦୬: ଆଜିକାଲି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କୁ ନେଇ ସନ୍ଦେହର ବାତାବରଣ ଲୋକଙ୍କ ମଧ୍ୟରେ ରହିଛି। ସମଗ୍ର ବିଶ୍ୱର ପ୍ରମୁଖ କମ୍ପାନୀ ଗୁଫିକରେ ଛଟେଇ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ AI କୁ ଦାୟି କରାଯାଉଛି। ତଥାପି, ବର୍ତ୍ତମାନ କୁହାଯାଉଛି ଯେ ଲୋକମାନେ AI ବିଷୟରେ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ମଣିଷକୁ ସାହାଯ୍ୟ କରିବା ପାଇଁ ଏହି ଟେକ୍ନୋଲୋଜିକୁ ଅଣାଯାଇଛି। ଏହା ସତ୍ୟ ଯେ ଏହା ଚାକିରି ହରାଇବ। କିନ୍ତୁ, ବହୁ ସଂଖ୍ୟକ ନୂତନ ଚାକିରି ମଧ୍ୟ ସୃଷ୍ଟି କରିବ ବୋଲି କୁହାଯାଉଛି।

ଡେଲୋଏଟ୍ ର ଏଆଇ କାର୍ଯ୍ୟନିର୍ବାହୀ ରୋହିତ ଟଣ୍ଡନ୍ କହିଛନ୍ତି ଯେ ଏଆଇ କିଛି ଲୋକଙ୍କ ଜାଗା ନେବ। କିନ୍ତୁ, ଭବିଷ୍ୟତରେ ଏହା ଅନେକ ଲୋକଙ୍କ ପାଇଁ ସୁଯୋଗ ବୃଦ୍ଧି କରିବ। ଏହା ମଣିଷଙ୍କ ସ୍ଥାନ କେବେ ନେବ ନାହିଁ, ବରଂ ଏଆଇ ଲୋକଙ୍କୁ ସାହାଯ୍ୟ କରିବ। ଏହି ଆଧାରରେ ଆମେ ନୂତନ ପ୍ରକାରର ନିଯୁକ୍ତି ସୃଷ୍ଟି କରିବାକୁ ସମର୍ଥ ହେବା। ସେ କହିଛନ୍ତି ଯେ ଏଆଇ ଚାକିରି ଛଡ଼ାଇବ ନାହିଁ କିନ୍ତୁ କିଛି ସହଜ ଚାକିରୀକୁ ହଟାଇ ନୂତନ ନିଯୁକ୍ତି ସୃଷ୍ଟି କରିବ। ଏଆଇ ଚଳାଇବା ପାଇଁ ଆପଣଙ୍କୁ ଲୋକମାନଙ୍କର ମଧ୍ୟ ଆବଶ୍ୟକତା ଅଛି।

ରୋହିତ ଟଣ୍ଡନ୍ କହିଛନ୍ତି ଯେ ଯେତେବେଳେ ଆଇଟି, ଟେକ୍ନୋଲୋଜି ଏବଂ କମ୍ପ୍ୟୁଟର ବହୁଳ ବ୍ୟବହାର ହେଲା,  ସେତେବେଳେ ମଧ୍ୟ ଚାକିରି ହରାଇବାର ଭୟ ଥିଲ। ଏହି କାରଣରୁ କେତେ ଚାକିରି ସୃଷ୍ଟି ହୋଇଛି ଆପଣ ଦେଖିପାରୁଛନ୍ତି। ସେହିପରି AI କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିବ। ଆଜି ଆପଣ ନିଜ ମୋବାଇଲ୍ ଫୋନ୍ ମାଧ୍ୟମରେ କ’ଣ ନକରିପାରୁଛନ୍ତି ? ଏଆଇ ମଧ୍ୟ ଆପଣଙ୍କୁ ଏପରି ଆଶ୍ଚର୍ଯ୍ୟଜନକ କାଭ କରିବାକୁ ଶକ୍ତି ଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.