ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବେଙ୍ଗଲ-ବାଂଲାଦେଶ ସୀମାରେ ସୁନା ସ୍ମଗଲିଂ, ୪ଟି ଗୋଲ୍ଡ ବିସ୍କୁଟ୍‌ ସହ ମହିଳାଙ୍କୁ ଧରିଲା ବିଏସଏଫ୍‌

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଜଣେ ମହିଳା ସୁନା ସ୍ମଗଲରଙ୍କୁ ଗିରଫ କଲା ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍‌) । ୪୬୬ ଗ୍ରାମର ୪ଟି ସୁନା ବିସ୍କୁଟ ସହ ମହିଳାଙ୍କୁ ଗିରଫ କରିଛି ବିଏସଏଫ୍‌ । ଏହି ବିସ୍କୁଟର ଆନୁମାନିକ ବଜାର ମୂଲ୍ୟ ୨୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ପାଖରେ ବନ୍ଧୁକ ରଖି ଶୋଇପଡ଼ିଥିଲେ କେୟାର ଟେକର, ଭୁଲରେ ନିଜକୁ ଗୁଳି କରିଦେଲା ୫ ବର୍ଷର ପୁଅ

ମହିଳାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ମୁସଲିମପଡ଼ା ଅଂଚଳରେ ଧରିଥିଲା ବିଏସଏଫ। ଏହି ସମୟରେ ମହିଳାଙ୍କ ବ୍ୟାଗଟିକୁ ସର୍ଚ୍ଚ କରିବା ପରେ ଏଥିରେ ୪ଟି ସୁନା ବିସ୍କୁଟ ଥିବା ଜଣାପଡ଼ିଥିଲା । ସେପଟେ ମହିଳାଜଣଙ୍କ କହିଛନ୍ତି ତାଙ୍କୁ ଏହି ବିସ୍କୁଟ ତାଙ୍କ ଗାଁର ମିରାଜୁଲ ମଣ୍ଡଳ ଦେଇଥିଲା । ବେଙ୍ଗଲ-ବାଂଲାଦେଶ ସୀମା ପାର କରି ଏହି ବିସ୍କୁଟ ନେଇଯାଇଥିଲେ ତାଙ୍କୁ ୫୦୦ ଟଙ୍କା ମିଳିଥାନ୍ତା ।

ମହିଳାଙ୍କ ନାଁ ଉତ୍ତରା ବେଓ୍ବା ବୋଲି ଜଣାପଡ଼ିଛି । ତାଙ୍କ ବୟସ ୪୦ ବର୍ଷ ହେବ । ତାଙ୍କୁ ଗିରଫ କରିବା ପରେ ବିଏସଏଫ ତାଙ୍କ ପାଖରୁ ସୁନା ବିସ୍କୁଟ ଜବତ କରିଛି । ଅଭିଯୁକ୍ତ ମହିଳା ଏବଂ ଜବତ ସୁନାକୁ କରୀମପୁର କଷ୍ଟମ ଅଫିସରେ ଜିମା ଦେଇଛି ବିଏସଏଫ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.