ପ୍ରମୂଖ ଖବର
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ମୋରିଟାନିଆର ଆଟଲାଣ୍ଟିକ୍ ମହାସାଗରରେ ଡଙ୍ଗା ଡଙ୍ଗା ବୁଡି ୮୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୫/୭: ମୋରିଟାନିଆରେ ଡଙ୍ଗା ବୁଡି ଏକାଧିକ ମତ୍ସ୍ୟଜୀବୀ ମୃତ। ତଟରକ୍ଷୀ ବାହିନୀ ଦକ୍ଷିଣ-ପଶ୍ଚିମ ମୋରିଟାନିଆର ଏନିଡିଆଗୋ ନିକଟରୁ ୮୯ ବେଆଇନ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରିଛି । ସମସ୍ତ ପ୍ରବାସୀ ଏକ ମତ୍ସ୍ୟଜୀବୀ ଡଙ୍ଗାରେ ଥିବା ଜଣାପଡିଛି ।  ଯାହାକି ଆଟଲାଣ୍ଟିକ୍ ମହାସାଗରଠାରୁ ୪ କିଲୋମିଟର ଦୂରରେ ଫସିଥିଲା ।

ରିପୋର୍ଟ ଅନୁଯାୟୀ,ମୋରିଟାନିଆର ତଟରକ୍ଷୀ କର୍ମୀ  ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ଡଙ୍ଗାରେ ୧୭୦ ଜଣ ପ୍ରବାସୀ ଥିଲେ, ଯେଉଁମାନେ ଛଅ ଦିନ ପୂର୍ବରୁ ସେନେଗାଲ-ଗାମ୍ବିଆ ସୀମାରୁ ୟୁରୋପ ବାହାରିଥିଲେ । ହେଲେ କିଛି ଦିନ ପୂର୍ବରୁ ୟେମେନର ଆଡେନ ନିକଟ ସମୁଦ୍ର କୂଳରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏଠାରେ ଡଙ୍ଗା ବୁଡ଼ିଯିବା କାରଣରୁ ଅତି କମରେ ୮୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪୦ ଜଣ ନିଖୋଜ ଅଛନ୍ତି । ଏହି ସମସ୍ତ ପ୍ରବାସୀମାନେ ଆଫ୍ରିକାର ହର୍ନରୁ ଆସୁଥିଲେ । ଏନେଇ ସ୍ଥାନୀୟଲୋକ ଏ ବିଷୟରେ ସୂଚନା ଦେଇଥିଲେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.